ETV Bharat / state

ବ୍ରାହ୍ମଣବାଟି ସରପଞ୍ଚଙ୍କ ଘର ଉପରକୁ ବୋମାମାଡ: ଥାନାରେ ମାମଲା

ପଞ୍ଚାୟତ ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ପଡିଛି କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ । ଶନିବାର ବିଳମ୍ବିତ ରାତିରେ ବ୍ରାହ୍ମଣବାଟି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ ହୋଇଛି । ଅଧିକ ପଢନ୍ତୁ

ବ୍ରାହ୍ମଣବାଟି ସରପଞ୍ଚଙ୍କ ଘର ଉପରକୁ ବୋମାମାଡ :ଥାନାରେ ମାମଲା

author img

By

Published : Mar 20, 2022, 8:58 PM IST

ନିଆଳି: ପଞ୍ଚାୟତ ନିର୍ବାଚନ ପରଠାରୁ ଅଶାନ୍ତ ହୋଇ ପଡିଛି କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ । ଶନିବାର ବିଳମ୍ବିତ ରାତିରେ ବ୍ରାହ୍ମଣବାଟି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ ହୋଇଛି । ତେବେ, ଏହି ବୋମାମାଡ ପରାଜିତ ବିରୋଧି କରିଥିବା ଅଭିଯୋଗ ହୋଇଛି ।

ବ୍ରାହ୍ମଣବାଟି ସରପଞ୍ଚଙ୍କ ଘର ଉପରକୁ ବୋମାମାଡ :ଥାନାରେ ମାମଲା

ଏପରିକି ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ସରପଞ୍ଚ ସଞ୍ଜୟ। ତେବେ ଗୋବିନ୍ଦପୁର ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି । ଫଳରେ ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ ସଞ୍ଜୟ କୁମାର ରାଉତରାୟ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.