ETV Bharat / state

ଯୁବକଙ୍କୁ ପଥଭ୍ରଷ୍ଟ କରାଉଛି ମଦ: କଂଗ୍ରେସ

କଟକ ସହରର ଛକ ଛକରେ ମଦ ଦୋକାନ ଖୋଲି ଯୁବ ବର୍ଗଙ୍କୁ ତଳି ତଳାନ୍ତ କରୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : Aug 26, 2021, 9:56 PM IST

ଯୁବକଙ୍କୁ ପଥଭ୍ରଷ୍ଟ କରାଉଛି ମଦ: କଂଗ୍ରେସ
ଯୁବକଙ୍କୁ ପଥଭ୍ରଷ୍ଟ କରାଉଛି ମଦ: କଂଗ୍ରେସ

କଟକ: ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ । ସରକାରଙ୍କ ଉପରେ ବର୍ଷିଲା ଯୁବ କଂଗ୍ରେସ । କଟକ ସହରର ଛକ ଛକରେ ମଦ ଦୋକାନ ଖୋଲି ଯୁବ ବର୍ଗଙ୍କୁ ତଳି ତଳାନ୍ତ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବେକାରୀ ସଂଖ୍ୟା ସୃଷ୍ଟି ପାଇଁ ସରକାରଙ୍କ ଏହା ଗୋଟିଏ ଷଡ଼ଯନ୍ତ୍ର । କାରଣ ଯୁବକ ଯଦି ଚାକିରୀ ନ ପାଇବେ, ତେବେ ସେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଯିବେ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଯୁବକଙ୍କୁ ପଥଭ୍ରଷ୍ଟ କରାଉଛି ମଦ: କଂଗ୍ରେସ

ଏପରି ସ୍ଥଳେ ସରକାର ମଦକୁ ଦେଉଛନ୍ତି ପ୍ରୋତ୍ସାହନ । ଯଦି ଏହି ଦିଗରେ ସରକାର କିଛି କାର୍ଯ୍ୟପନ୍ଥା ହାତକୁ ନ ନିଅନ୍ତି, ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଚେତାବନୀ ଦେଇଛି କଂଗ୍ରେସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.