ETV Bharat / state

ଆଚାର୍ଯ୍ୟ ହରିହର କର୍କଟ ବିଭାଗର ହେବ ନବକଳେବର

author img

By

Published : Jan 28, 2020, 9:18 PM IST

ଏସସିବି ମେଡିକାଲ୍ ଲାଗି ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ ହେଉଛି । ସେହିପରି କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ହେବ ନବକଳେବର । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏସସିବି ପରି ନବକଳେବର ହେବ ଆଚାର୍ଯ୍ୟ ହରିହର କର୍କଟ ବିଭାଗ
ଏସସିବି ପରି ନବକଳେବର ହେବ ଆଚାର୍ଯ୍ୟ ହରିହର କର୍କଟ ବିଭାଗ

କଟକ: ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ହେବ ନବକଳେବର । ତିଆରି ହେବ ନୂତନ ବିଲ୍ଡିଂ। 421 ଶଯ୍ୟା ହେବ ଓ 10ଟି ଆଇସିୟୁ ବେଡ଼ ହେବ ବୋଲି ଘୋଷଣା କରିଛନ୍ତି ସ୍ବାସ୍ଥମନ୍ତ୍ରୀ ନବ କିଶୋର ଦାସ ।

ଏସସିବି ପରି ନବକଳେବର ହେବ ଆଚାର୍ଯ୍ୟ ହରିହର କର୍କଟ ବିଭାଗ

ଏସସିବି ମେଡିକାଲ୍ ଲାଗି ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ ହେଉଛି । ଯାହା ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇବ । ସେହିପରି କୋରୋନା ଭାଇରସର ରକ୍ତ ନମୁନା ପରୀକ୍ଷା ଲାଗି ରାଜ୍ୟର କିଛି ମେଡିକାଲରେ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏନେଇ ରାଜ୍ୟବାସୀ ଅଚିନ୍ତାରେ ରୁହନ୍ତୁ ବୋଲି ଆଶ୍ବସନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ର ହେବ ନବ କଳେବର। ତିଆରି ହେବ ନୂତନ ବିଲ୍ଡିଂ।421 ଶଯ୍ୟା ହେବ,10ଟି ଆଇସିୟୁ ବେଡ଼ ହେବ ବୋଲି ଘୋଷଣା କରିଛନ୍ତି ସ୍ୱାସ୍ଥ ମନ୍ତ୍ରୀ ନବ ଦାସ । ଏସ ସି ବି ମେଡିକାଲ୍ ଲାଗି ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ ହେଉଛି । ଯାହା ରୋଗୀ ଙ୍କୁ ଉନ୍ନତ ମାନ ର ସେବା ଯୋଗାଇବ । ସେହିପରି କୋରନା ଭାଇରସ ର ରକ୍ତ ନମୁନା ପରୀକ୍ଷା ଲାଗି ରାଜ୍ୟ ର କିଛି ମେଡିକାଲ୍ ରେ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ବାଇଟ - ନବ ଦାସ,ସ୍ୱାସ୍ଥ୍ୟମନ୍ତ୍ରୀ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.