ETV Bharat / state

ପଦ୍ମ ପୋଖରୀରେ ପ୍ରତ୍ୟୁଷା

ଦଳ ଅବହେଳା ପ୍ରସଙ୍ଗ ସହ ଟିକେଟ ପ୍ରସଙ୍ଗକୁ ନେଇ ଚାଲିଛି ଦଳ ଡିଆଁ ପର୍ବ । ତେବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଆଜି ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

author img

By

Published : Mar 23, 2019, 3:09 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ନିର୍ବାଚନକୁ ଆଉ ଦିନ କେତୋଟି ବାକି ଥିବା ବେଳେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଦଳ ଅବହେଳା ପ୍ରସଙ୍ଗ ସହ ଟିକେଟ ପ୍ରସଙ୍ଗକୁ ନେଇ ଚାଲିଛି ଦଳ ଡିଆଁ ପର୍ବ । ତେବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଆଜି ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରିୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂ ଦେଓଙ୍କ ସମେତ ଅନେକ ବରିଷ୍ଠ କର୍ମୀ ଉପସ୍ଥିତ ରହିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ବିଜେପିରେ ଯୋଗଦାନ ପରେ ପ୍ରତ୍ୟୁଷା ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ବିଜେଡିରୁ ଟିକେଟ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରତ୍ୟୁଷା । ଗତ 20ରେ ବିଜେଡିକୁ ବାଏ ବାଏ କହିବା ପରେ ଅନେକ ଚର୍ଚ୍ଚା ମଧ୍ୟ ସାମ୍ନାକୁ ଆସିଥିଲା । କଂଗ୍ରେସ ଯୋଗଦାନ କରିବା ନେଇ କିଛି ସଙ୍କେତ ଦେଇଥିଲେ ମଧ୍ୟ ଆଜି ପଦ୍ମ ଧରିଛନ୍ତି ପ୍ରତ୍ୟୁଷା । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ସର୍ବଦା ନୟାଗଡବାସୀଙ୍କ ସହ ଅଛନ୍ତି । ଦଳରେ ଯୋଗଦାନ ଦେଇଛି ଦଳ ଯାହା କାର୍ଯ୍ୟ ଦେବ ତାହା ସଠିକ ଭାବେ ତୁଲାଇବି ।

ତେବେ ବିଜେଡିରୁ ଟିକେଟ ନମିଳିବା ନେଇ ଗଣମାଧ୍ୟମଙ୍କ ପ୍ରଶ୍ନରେ କିଛି ଠୋସ ଉତ୍ତର ରଖିନଥିଲେ ପ୍ରତ୍ୟୁଷା।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ପଦ୍ମ ପୋଖରୀରେ ପ୍ରତ୍ୟୁଷା

ଭୁବନେଶ୍ୱର: ନିର୍ବାଚନକୁ ଆଉ ଦିନ କେତୋଟି ବାକି ଥିବା ବେଳେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଦଳ ଅବହେଳା ପ୍ରସଙ୍ଗ ସହ ଟିକେଟ ପ୍ରସଙ୍ଗକୁ ନେଇ ଚାଲିଛି ଦଳ ଡିଆଁ ପର୍ବ। ତେବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଆଜି ବିଦ୍ଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରିୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂ ଦେଓଙ୍କ ସମେତ ଅନେକ ବରିଷ୍ଠ କର୍ମୀ ଉପସ୍ଥିତ ରହିଥିଲେ।

ତେବେ ବିଜେପିରେ ଯୋଗଦାନ ପରେ ପ୍ରତ୍ୟୁଷା ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ବିଜେଡିରୁ ଟିକେଟ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରତ୍ୟୁଷା। ଗତ 20ରେ ବିଜେଡିକୁ ବାଏ ବାଏ କହିବା ପରେ ଅନେକ ଚର୍ଚ୍ଚା ମଧ୍ୟ ସାମ୍ନାକୁ ଆସିଥିଲା। କଂଗ୍ରେସ ଯୋଗଦାନ କରିବା ନେଇ କିଛି ସଙ୍କେତ ଦେଇଥିଲେ ମଧ୍ୟ ଆଜି ପଦ୍ମ ଧରିଛନ୍ତି ପ୍ରତ୍ୟୁଷା। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ସର୍ବଦା ନୟାଗଡ ବାସୀଙ୍କ ସହ ଅଛନ୍ତି। ଦଳରେ ଯୋଗଦାନ ଦେଇଛି ଦଳ ଯାହା କାର୍ଯ୍ୟ ଦେବ ତାହା ସଠିକ ଭାବେ ତୁଲାଇବି।

ତେବେ ବିଜେଡିରୁ ଟିକେଟ ନମିଳିବା ନେଇ ଗଣମାଧ୍ୟମଙ୍କ ପ୍ରଶ୍ନରେ କିଛି ଠୋସ ଉତ୍ତର ରଖିନଥିଲେ ପ୍ରତ୍ୟୁଷା। 

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.