ETV Bharat / state

‘ଡବଲ ଇଞ୍ଜିନରେ ସ୍ପିଡରେ ଦୌଡିବ ବିଜେପି ଗାଡି’

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବାବୁ ସିଂ ସାଧାରଣ ଜନତାଙ୍କୁ ଓଡିଶାରେ ପଦ୍ମ ଫୁଟାଇବା ପାଇଁ ଅପିଲ୍‌ କରିଛନ୍ତି । ସେ କହିଛନ୍ତି ଯେ, ଡବଲ୍‌ ଇଞ୍ଜିନ୍‌ ହେଲେ ଗାଡି ଜୋର୍‌ରେ ଦୌଡେ । ସେହିପରି ଓଡିଶାରେ ବିଜେପି ଆସିଲେ ବିକାଶ ଡବଲ୍‌ ସ୍ପିଡ୍‌ରେ ହେବ ।

author img

By

Published : Apr 12, 2019, 10:59 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବାବୁ ସିଂ । ଇଟିଭି ଭାରତର 'ନେତାଙ୍କୁ 5ଟି ପ୍ରଶ୍ନ' କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ମତ ରଖିଛନ୍ତି ପ୍ରାର୍ଥୀ ବାବୁ ସିଂ ।
ସେ ଏକାମ୍ର ନିର୍ବାଚନୀ ମଣ୍ଡଳକୁ ଦୁର୍ନୀତିର ମହାସମୁଦ୍ର କହିଛନ୍ତି । ଏହାକୁ ହଟାଇବା ପାଇଁ ପ୍ରଥମେ ଚେଷ୍ଟା କରିବେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଏଥିସହ ଭୁବନେଶ୍ବରର ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା ଏକାମ୍ର ଅଞ୍ଚଳ ବିକଶିତ ହୋଇନଥିବା କହିଛନ୍ତି ସେ । ଏକ୍ରାମକୁ ନକ୍ସଲ ଅଞ୍ଚଳ ସହ ତୁଳନା କରିବାକୁ ପଛାଇ ନାହାଁନ୍ତି ବିଜେପି ପ୍ରାର୍ଥୀ ।
ଲୋକଙ୍କ ମୁହଁରେ ନୁହେଁ ହୃଦୟରେ ହସ ଫୁଟାଇବା ସ୍ଲୋଗାନ ନେଇ ନିର୍ବାଚନ ଲଢୁଛନ୍ତି ସେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.