ETV Bharat / state

ମଦ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଏସଏଚଜିର ସଦସ୍ୟ - ମଦ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଫେରାଦ

କରଡିରେ ମଦ ବନ୍ଦ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 20, 2019, 12:00 AM IST

ବୌଦ୍ଧ: କରଡିରେ ମଦ ବନ୍ଦ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଗାଁରୁ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଡି ବସିଥିବାରୁ ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଜିଲ୍ଲାରେ ଧିରେ ଧିରେ ତେଜିବାରେ ଲାଗିଛି ମଦବିରୋଧୀ ଆନ୍ଦୋଳନ । ଆଜି ଗୋଟିଏ ପଟରେ ଲୋକାୟୁକ୍ତ ବୌଦ୍ଧ ଗସ୍ତରେ ଥିବା ବେଳେ ଅନ୍ୟ ପଟରେ କରଡି ଗାଁର ଚଉଦଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଫେରାଦ ହୋଇଛନ୍ତି ।

ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନ ବଢୁଥିବାରୁ ଚୋରା ମଦ ବେପାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମାସେରୁ ଅଧିକ ସମୟ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶନିବାର ପୁଣି ଶତାଧିକ ମହିଳା ଜିଲ୍ଲାପାଳ ଙ୍କୁ ଗୁହାରି ପାଇଁ ପହଞ୍ଚିଲେ ।ମଦ ବିରୋଧୀ ଆନ୍ଦୋଳନ ଧିରେ ଧିରେ ଜିଲ୍ଲାରେ ସଂଗଠିତ ହେବାରେ ଲାଗିଛି ।ଏଣୁ ଛାନିଆ ହୋଇ ପଡିଛନ୍ତି ମଦମାଫିଆ ।
ବୌଦ୍ଧ ଜିଲ୍ଲାରେ ଧିରେ ଧିରେତେଜିବାରେ ଲାଗିଛି ମଦବିରୋଧୀ ଆନ୍ଦୋଳନ ।ଆଜି ଗୋଟିଏ ପଟରେ ଲୋକାୟୁକ୍ତ ବୌଦ୍ଧ ଗସ୍ତରେ ଥିବା ବେଳେ ଅନ୍ୟ ପଟରେ କରଡି ଗାଁର ଚଉଦଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ଫେରାଦ ହୋଇଛନ୍ତି ।ସେମାନେ ଗାଁରୁ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଡି ବସିଥିବାରୁ ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।ଜିଲ୍ଲାରେ ବର୍ତ୍ତମାନ ମଦ ବିରୋଧୀ ଆନ୍ଦୋଳନ ଧିରେ ଧିରେ ଦାନା ବାନ୍ଧୁଥିବାରୁ ଚୋରା ମଦ ବେପାରୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Body:କରଡି ଗାଁରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବୀ ।

Conclusion:ବାଇଟ-୧-ରଶ୍ମିତା ନାଏକ,ମଦ ବିରୋଧୀ ମହିଳା
ବାଇଟ-୨-ସୁରୁଚୀ ଦେହୁରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ
ବାଇଟ-୩-ଡ଼ ଶାନ୍ତନୁ କୁମାର ଦାସ,ଅବକାରୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.