ETV Bharat / state

ଅଦିନିଆ ବର୍ଷାରେ ବେହାଲ ମୁଖ୍ୟ ଚିକିତ୍ସାଳୟ - little rain

ବୁଧବାର ରାତିରେ ଅଳ୍ପ ବର୍ଷା ପରେ ଡାକ୍ତରଖାନାର ମୁଖ୍ୟ ରାସ୍ତା ତଥା ଶିଶୁ ବିଭାଗର ଠିକ ସାମ୍ନାରେ ଅପରିଷ୍କାର ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 14, 2019, 8:59 AM IST

Updated : Jun 14, 2019, 9:23 AM IST

ବୌଦ୍ଧ: ମୌସୁମୀ ବର୍ଷା ପହଞ୍ଚିନି, ହେଲେ ଅଦିନିଆ ବର୍ଷାରେ ବେହାଲ ହୋଇପଡିଲାଣି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ବୁଧବାର ରାତିରେ ଅଳ୍ପ ବର୍ଷା ପରେ ଡାକ୍ତରଖାନାର ମୁଖ୍ୟ ରାସ୍ତା ତଥା ଶିଶୁ ବିଭାଗର ଠିକ ସାମ୍ନାରେ ଅପରିଷ୍କାର ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଡାକ୍ତରଖାନାର ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତେ ବାଟକାଟି ଚାଲିଯାଉଥିଲେ ସିନା, ପାଣି ନିଷ୍କାସନ ନେଇ କୌଣସି ପଦକ୍ଷେପ ନେଇ ନଥିଲେ । ଏପଟେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମୁଖ୍ୟ ଫାଟକରେ ପାଣି ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାର ପ୍ରତିକାର କରାଯିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

zdnzgnzn

Conclusion:
Last Updated : Jun 14, 2019, 9:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.