ETV Bharat / state

ରାତି ପାହିଲେ ଶ୍ରାବଣ ପ୍ରଥମ ସୋମବାର, କାଉଡିଆଙ୍କ ସେବାରେ ବୌଦ୍ଧ ଯୁବକ

author img

By

Published : Jul 21, 2019, 10:15 PM IST

Updated : Jul 21, 2019, 11:09 PM IST

ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ବୌଦ୍ଧ ପୀଠ । ମାନସିକ ରଖି ମହାଦେବଙ୍କୁ ଜଳଲାଗି କରିବେ କାଉଡିଆ । ଆଉ ଦୂରଦୂରାନ୍ତରୁ ଆସୁଥିବା କାଉଡିଆଙ୍କୁ ସେବା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ବୌଦ୍ଧର କିଛି ଯୁବକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ମାନସିକ ରଖି କାଉଡିଆମାନେ ଶିବଙ୍କୁ ଜଳାଭିଷେକ କରିବେ । ଶ୍ରାବଣ ସୋମବାର ପାଇଁ ବୌଦ୍ଧ ଜିଲ୍ଲାରେ ଥିବା ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । କାଉଡିଆମାନେ ଦେବଦେବ ମହାଦେବଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଜଳାଶୟରୁ ପାଣି ନେଇ ଆଗେଇ ଚାଲିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ଦୂରଦୂରାନ୍ତରୁ ଆସୁଥିବା କାଉଡିଆଙ୍କୁ ସେବା କରିବା ପାଇଁ ଆଗେଇ ଆସିଛନ୍ତି କେତେକ ଯୁବକ । କାଉଡିଆଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ସହ ସେମାନେ କିପରି ସୁରକ୍ଷିତ ଭାବେ ସଠିକ୍ ମାର୍ଗରେ ଯାତ୍ରା କରିବେ ସମସ୍ତ କଥା ଧ୍ୟାନ ରଖୁଛନ୍ତି ଯୁବକମାନେ । ଯାହାକୁ ନେଇ କାଉଡିଆ ମାନେ ଖୁସି ବ୍ୟକ୍ତ କରିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ : ସୌମ୍ୟ

ସମାଜରେ ସଂସ୍କାର ଆଣିବା କେବଳ ସାମ୍ବାଦିକଙ୍କ କାର୍ଯ୍ୟ ନୁଁହ । ଆମେ ସମସ୍ତେ ମିଳିମିଶି କାମ କଲେ ତାହା ସମ୍ଭବ ହୋଇପାରିବ ।

Body:ସେହିଭଳି ସାମ୍ବାଦିକଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣ ନିନ୍ଦନୀୟ । ଖୋର୍ଦ୍ଧାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ପକ୍ଷରୁ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଖଣ୍ଡପଡା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟନାୟକ । ସେହିପରି ଏହି ଆଲୋଚନା ଚକ୍ରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅନ୍ୟତମ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

Conclusion:ସେହିପରି ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ବିଧାନସଭାରେ ଦାବି ଉପସ୍ଥାପନ କରିବାପାଇଁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଗୁନିଆ ଓ ଖୋର୍ଦ୍ଧା ବିଧାୟକ କହିଛନ୍ତି ।

ବାଇଟ 1- ସୌମ୍ୟ ରଞ୍ଜନ ପଟନାୟକ , ଖଣ୍ଡପଡା ବିଧାୟକ
2- ସୁରେଶ କୁମାର ରାଉତରାୟ , ଜଟଣୀ ବିଧାୟକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Jul 21, 2019, 11:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.