ETV Bharat / state

ବିପଦ ସମୟରେ ଦେବଦୂତ ପାଲଟିଛନ୍ତି ବୌଦ୍ଧର ସ୍ବେଚ୍ଛାସେବୀ ଗୋଷ୍ଠୀ

author img

By

Published : Apr 12, 2020, 1:46 AM IST

Updated : Apr 12, 2020, 10:47 AM IST

ଲକଡାଉନ ସମୟରେ ଅନେକ ଅସହାୟ ଲୋକେ ଭୋକିଲା ରହୁଥିବା ବେଳେ ଏମାନଙ୍କ ପାଇଁ ଦେବଦୂତ ସାଡିଛନ୍ତି ବୌଦ୍ଧର ସ୍ବେଚ୍ଛାସେବୀ ଗଣ । ଅଧିକ ପଢ଼ନ୍ତୁ...

social worker's prais worthy work in boudh, boudh latest news, cooked food distribution to needy, boudh lockdown, ବୌଦ୍ଧରେ ସ୍ବେଚ୍ଛାସେବୀଙ୍କ ଉଦାରତା, ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧ ଲକଡାଉନ
ବିପଦ ସମୟରେ ଦେବଦୂତ ପାଲଟିଛନ୍ତି ବୌଦ୍ଧର ସ୍ବେଚ୍ଛସେବୀ ଗୋଷ୍ଠୀ

ବୌଦ୍ଧ: ଲକଡାଉନ ସମୟରେ ଅନେକ ଅସହାୟ ଲୋକେ ଭୋକିଲା ରହୁଥିବା ବେଳେ ଏମାନଙ୍କ ପାଇଁ ଦେବଦୂତ ସାଡିଛନ୍ତି ବୌଦ୍ଧର ସ୍ବେଚ୍ଛାସେବୀ ଗଣ । ଶନିବାର ପୌରାଞ୍ଚଳର ବିଭିନ୍ନ ବସ୍ତିରେ ବୁଲି ବୁଲି ଏମାନେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଥିଲେ । ସେପଟେ ବଜରଙ୍ଗ ଦଳ ପକ୍ଷରୁ ପୌର ସଫେଇ କର୍ମଚାରୀଙ୍କୁ ସୁଖିଲା ଖାଦ୍ୟ ସହିତ ବିଭିନ୍ନ ଅସହାୟଙ୍କୁ ରାସନ ସାମଗ୍ରୀ ବଣ୍ଟାଯାଇଥିଲା ।

ଜିଲ୍ଲାର କିଛି ସ୍ବେଚ୍ଛାସେବୀ ଯୁବକମାନେ ନିଜସ୍ବ ଉଦ୍ୟମରେ ବସ୍ତିରେ ଥିବା ଅସହାୟ ଲୋକଙ୍କ ଖାଦ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ସେହିପରି ବୌଦ୍ଧ ବଜରଙ୍ଗ ଦଳ ପକ୍ଷରୁ ଏନଏସିରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ଯୋଗାଯାଇଥିଲା ଶୁଖିଲା ଖାଦ୍ୟ । ଅନ୍ୟପଟେ ହରଭଙ୍ଗା ବ୍ଲକର ଅପହଞ୍ଚ ଭଉଁରୀପଥର ଗାଁକୁ ଯାଇ ଜଣେ ଅସହାୟ ଅରକ୍ଷିତଙ୍କୁ ମଧ୍ୟ ରାସନ ସାମଗ୍ରୀ ପହଞ୍ଚାଇଛନ୍ତି ଏହି ସ୍ବେଚ୍ଛାସେବୀ ଗୋଷ୍ଠୀ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Apr 12, 2020, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.