ETV Bharat / state

ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ମୌନ ବିକ୍ଷୋଭ - ବୌଦ୍ଧ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣା । ଏନେଇ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ମୌନ ବିକ୍ଷୋଭ । ଅଧିକ ପଢନ୍ତୁ

ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ମୌନ ବିକ୍ଷୋଭ

author img

By

Published : Jan 10, 2022, 10:35 PM IST

ବୌଦ୍ଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣା । ଏନେଇ ବିଜେପି ପଞ୍ଜାବର କଂଗ୍ରେସ ସରକାର ଉପରେ ଷଡଯନ୍ତ୍ର ଅଭିଯୋଗ କରିଛି । ଆଜି(ସୋମବାର) ବୌଦ୍ଧ ଜିଲ୍ଲା ବିଜେପିର କର୍ମକର୍ତ୍ତା ଓ ଆଦିବାସୀ ମୋର୍ଚ୍ଚାର କର୍ମକର୍ତ୍ତା ମିଳିତ ଭାବରେ ବିରୋଧ କରିଥିଲେ । ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ମୌନ ବିକ୍ଷୋଭ

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ତଥା ନିରାମୟ ଜୀବନ କାମନା କରି ବିଜେପିର କର୍ମକର୍ତ୍ତା ମାନେ ମୌନ ବ୍ରତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପଛରେ ପଞ୍ଜାବର କଂଗ୍ରେସ ସରକାରକୁ ଏଥିପାଇଁ ଜିଲ୍ଲା ବିଜେପି ଦାୟୀ କରିଛି ।ଏହାସହ ଏହାକୁ ନିନ୍ଦା କରିଛି ଦଳ । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଅନେକ ଆଦିବାସୀ ନେତା ଏହି ମୌନ ବିକ୍ଷୋଭରେ ସାମିଲ ହୋଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.