ETV Bharat / state

CDSଙ୍କୁ ସ୍ମରଣ କଲେ ଅବସରପ୍ରାପ୍ତ ସୈନିକ ସଂଘ

author img

By

Published : Dec 12, 2021, 8:44 PM IST

ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ବିୟୋଗରେ ବୌଦ୍ଧ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ

CDSଙ୍କୁ ସ୍ମରଣ କଲେ ଅବସରପ୍ରାପ୍ତ ସୈନିକ ସଂଘ
CDSଙ୍କୁ ସ୍ମରଣ କଲେ ଅବସରପ୍ରାପ୍ତ ସୈନିକ ସଂଘ

ବୌଦ୍ଧ: ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ବିୟୋଗରେ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ଶ୍ରଦ୍ଧାଞ୍ଜଳି । ବୌଦ୍ଧ ଜିଲ୍ଲା ଭୂତପୂର୍ବ ସୈନିକ ସଂଘ ପକ୍ଷରୁ ଗତ ଆଠ ତାରିଖରେ କୁନ୍ନୁର ଠାରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦେଶର ପ୍ରଥମ ସିଡିଏସ ଜେନେରାଲ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ୧୩ ଜଣ ବୀର ସହୀଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

CDSଙ୍କୁ ସ୍ମରଣ କଲେ ଅବସରପ୍ରାପ୍ତ ସୈନିକ ସଂଘ

ରବିବାର ବୌଦ୍ଧ ଜିଲ୍ଲା ସରସରା ଠାରେ ଏହି ବୀରଙ୍କ ସମେତ ଓଡ଼ିଶାର ଏକମାତ୍ର ବୀରଙ୍କ ସ୍ମୃତିଚାରଣ କରାଯାଇଥିଲା । ଜିଲ୍ଲାର ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେହିପରି ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ବୀର ସହୀଦଙ୍କ ପାଇଁ ମନମୁଣ୍ଡା ଠାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.