ETV Bharat / state

ସାମାଜିକ ଦୂରତା ବଜାୟ ନରଖିଲେ ହେବ ଦଣ୍ଡ ବିଧାନ - Punishment can be imposed for break rule

ସାମାଜିକ ଦୂରତାକୁ ନେଇ ଆଉ ସଚେତନ ନୁହେଁ, ଏବେ ଆକ୍ସନ ନେବ ବୌଦ୍ଧ ଜିଲ୍ଲା ପ୍ରଶାସନ । ଦୋକାନ ବଜାର ସବୁଠାରେ ପ୍ରଶାସନର କଡା ନଜର ରହିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସାମାଜିକ ଦୂରତା ବଜାୟ ନରଖିଲେ ହେବ ଦଣ୍ଡ ବିଧାନ

author img

By

Published : Apr 6, 2020, 8:05 PM IST

ବୌଦ୍ଧ: ସାମାଜିକ ଦୂରତାକୁ ନେଇ କଠୋର ପଦକ୍ଷେପ ନେବ ବୌଦ୍ଧ ଜିଲ୍ଲା ପ୍ରଶାସନ । ଉପାନ୍ତ ଅଞ୍ଚଳରେ ଲୋକେ ସଚେତନ ହେଉଥିବା ବେଳେ ସହରାଞ୍ଚଳରେ କିନ୍ତୁ ନିୟମ ଉଲଙ୍ଘନ ଯୋଗୁଁ ଚିନ୍ତିତ ବୁଦ୍ଧିଜୀବୀ । ସେପଟେ କିଛି ସଂଗଠନର ଯୁବ ସ୍ବେଚ୍ଛାସେବୀ ମିଶି ନିଜସ୍ବ ଉଦ୍ୟମରେ ସାନିଟାଇଜର ତିଆରି କରି ମାଗଣାରେ ଲୋକଙ୍କୁ ବଣ୍ଟନ କରୁଛନ୍ତି ।

ସାମାଜିକ ଦୂରତା ବଜାୟ ନରଖିଲେ ହେବ ଦଣ୍ଡ ବିଧାନ

ସାମାଜିକ ଦୂରତାକୁ ନେଇ ଆଉ ସଚେତନ ନୁହେଁ, ଏବେ ଆକ୍ସନ ନେବ ଜିଲ୍ଲା ପ୍ରଶାସନ । ଦୋକାନ ବଜାର ସବୁଠାରେ ପ୍ରଶାସନର କଡା ନଜର ରହିବ । ସହରାଞ୍ଚଳରେ ନିୟମକୁ ଲୋକେ ହାଲକାରେ ନେଉଥିବା ବେଳେ ଝିଙ୍କେରପାଲି ଗାଁରେ ସାମାଜିକ ଦୂରତା ନିଜେ ଗ୍ରାମବାସୀ କଡାକଡି ପାଳନ କରୁଛନ୍ତି ।

ସେପଟେ ବୌଦ୍ଧ ଜିଲ୍ଲାର କିଛି ଉତ୍ସାହୀ ସ୍ବେଚ୍ଛାସେବୀ ନିଜସ୍ବ ଉଦ୍ୟମରେ ହାତଧୂଆ ସାନିଟାଇଜର ତିଆରି କରି ଗରିବ ଲୋକଙ୍କୁ ମାଗଣାରେ ବଣ୍ଟନ କରୁଛନ୍ତି । ସାମାଜିକ ଦୂରତାକୁ ନେଇ ଜିଲ୍ଲା ପ୍ରଶାସନ ମଙ୍ଗଳବାର ଠାରୁ କଡା ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.