ETV Bharat / state

ବେଆଇନ ଇଟାଭାଟି ପାଇଁ ଧ୍ବଂସ ପାଉଛି ଜଙ୍ଗଲ: ପ୍ରଦୂଷଣ ସହ ବଢୁଛି ଉତ୍ତାପ - ବେଆଇନ ଇଟାଭାଟି ପାଇଁ ଧ୍ବଂସ ପାଉଛି ଜଙ୍ଗଲ

ଇଟାଭାଟି ଯୋଗୁଁ ପରିବେଶ ପ୍ରଦୂଷଣ ସହ ଉତ୍ତାପ ବୃଦ୍ଧି ପାଉଛି । ବୌଦ୍ଧ ଜିଲ୍ଲାର ତିନି ଗୋଟି ତହସିଲ ଅନ୍ତର୍ଗତ ଏକାଧିକ ସ୍ଥାନରେ ଏଭଳି ଏଭଳି ବେଆଇନ ଇଟାଭାଟି । ଅଧିକ ପଢନ୍ତୁ

ବେଆଇନ ଇଟାଭାଟି ପାଇଁ ଧ୍ବଂସ ପାଉଛି ଜଙ୍ଗଲ: ପ୍ରଦୂଷଣ ସହ ବଢୁଛି ଉତ୍ତାପ

author img

By

Published : Jun 11, 2022, 3:03 PM IST

ବୌଦ୍ଧ: ଇଟାଭାଟି ଯୋଗୁଁ ପରିବେଶ ପ୍ରଦୂଷଣ ସହ ଉତ୍ତାପ ବୃଦ୍ଧି ପାଉଛି । ବୌଦ୍ଧ ଜିଲ୍ଲାର ତିନି ଗୋଟି ତହସିଲ ଅନ୍ତର୍ଗତ ଏକାଧିକ ସ୍ଥାନରେ ଏଭଳି ଏଭଳି ବେଆଇନ ଇଟାଭାଟି । ହେଲେ ରାଜସ୍ବ ବିଭାଗ କୌଣସି ପଦକ୍ଷେପ ନ ନେଇ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କୋଇଲା ଦ୍ବାରା ଶହଶହ ଇଟାଭାଟି ଚାଲିଛି ।

ବେଆଇନ ଇଟାଭାଟି ପାଇଁ ଧ୍ବଂସ ପାଉଛି ଜଙ୍ଗଲ: ପ୍ରଦୂଷଣ ସହ ବଢୁଛି ଉତ୍ତାପ

ଫଳରେ ପରିବେଶ ଆହୁରି ଉତ୍ତପ୍ତ ହେବାରେ ଲାଗିଛି । ଏହାଛଡା ଅନେକ ଆଭ୍ୟନ୍ତରୀଣ ଅଞ୍ଚଳରେ ଜଙ୍ଗଲରୁ ଗଛକାଟି ଇଟାଭାଟି ପୋଡାଯିବା କାରଣରୁ ଜଙ୍ଗଲ ଧ୍ଵଂସ ହେବାରେ ଲାଗିଛି । କେତେକ ରାଜସ୍ବ କର୍ମଚାରୀ ହାତ ଗୁଞ୍ଜା ନେଇ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.