ETV Bharat / state

ବୌଦ୍ଧରେ ବାଟ ହୁଡିଛି ମନରେଗା, ମଣିଷ ବଦଳରେ ମେସିନ କରୁଛି କାମ - ବୌଦ୍ଧରେ ମଣିଷ ବଦଳରେ ମେସିନ କରୁଛି କାମ

ବୌଦ୍ଧରେ ବାଟ ହୁଡିଛି ମନରେଗା ଯୋଜନା (NREGS) । ବିଭିନ୍ନ ପଞ୍ଚାୟତରେ ମଣିଷ ବଦଳରେ କାର୍ଯ୍ୟରେ ନିୟୋଜିତ ହେଉଛି ମେସିନ । ଅଧିକ ପଢନ୍ତୁ

ବୌଦ୍ଧରେ ବାଟ ହୁଡିଛି ମନରେଗା, ମଣିଷ ବଦଳରେ ମେସିନ କରୁଛି କାମ

author img

By

Published : May 2, 2022, 1:08 PM IST

ବୌଦ୍ଧ:ଜିଲ୍ଲାରେ ବାଟ ହୁଡିଛି ମନରେଗା(NREGS) ଯୋଜନା । ବିଭିନ୍ନ ପଞ୍ଚାୟତରେ ମଣିଷ ବଦଳରେ କାର୍ଯ୍ୟରେ ନିୟୋଜିତ ହେଉଛି ମେସିନ । ଶ୍ରମ ବିଭାଗର ଅପାରଗତା ଯୋଗୁଁ ଏହାର ସୁଫଳ ଶ୍ରମିକମାନେ ପାଇବାରୁ ବଞ୍ଚିତ ହେଉଥିବା ଏବେ ଅଭିଯୋଗ ହୋଇଛି ।

ବୌଦ୍ଧରେ ବାଟ ହୁଡିଛି ମନରେଗା, ମଣିଷ ବଦଳରେ ମେସିନ କରୁଛି କାମ

ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତ ଗୁଡିକରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । ଖୁଣ୍ଟିଗୋରା ଠାରୁ ନେଇ ତଳଗାଁ ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତରେ ଶ୍ରମିକ ମୁହଁ ବରଂ ମେସିନ ବ୍ୟବହାର କରାଯିବା ଏକ ସାଧାରଣ କଥା ହୋଇଛି ।

ସେପଟେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦଲାଲଙ୍କ କବଜାରେ ରହିବା ସହ ବ୍ୟାପକ ଦୁର୍ନୀତିରେ ଛନ୍ଦି ହୋଇ ପଡିଛି । ମନରେଗା ଯୋଜନାରେ ଦୁର୍ନୀତି ପରେ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଶ୍ରମିକ ମହଲରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.