ETV Bharat / state

ମଣ୍ଡିରେ ଝୁଲୁଛି ତାଲା, ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ - lockup in gundulia rice mandi

ବୌଦ୍ଧ ଜିଲ୍ଲାର ସମବାୟ ସମିତି କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ଝୁଲୁଛି ତାଲା । ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଛନ୍ତି ଚାଷୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମଣ୍ଡିରେ ଝୁଲୁଛି ତାଲା, ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ
ମଣ୍ଡିରେ ଝୁଲୁଛି ତାଲା, ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ
author img

By

Published : Jan 15, 2020, 10:06 AM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଗୁନ୍ଦୁଳିଆ ସେବା ସମବାୟ ସମିତିରେ ଦୀର୍ଘ ଦିନ ହେଲା ତାଲା ଝୁଲୁଛି । ଏବେ ସବୁଆଡେ ଧାନକ୍ରୟ ଚାଲିଥିବା ବେଳେ ଏହି ଅଞ୍ଚଳର ଚାଷୀ ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ମଣ୍ଡିରେ ଝୁଲୁଛି ତାଲା, ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ

ଏପଟେ ସମବାୟ କମିଟିକୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଭାଙ୍ଗି ଦେଇଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଧାନ କିଣାବିକା ସମୟରେ ଏଭଳି ପରିସ୍ଥିତି ଯୋଗୁଁ ଚାଷୀ ନିଜଧାନକୁ ବସ୍ତାରେ ଭରି ଜଗି ରହିଛି । ନଚେତ ଦଲାଲ ହାତରେ କମ ଦରରେ ଟେକି ଦେବାକୁ ବାଧ୍ୟ ହେଉଛି ଚାଷୀ ।

ଏ ସମ୍ପର୍କରେ ଯୋଗାଣ ଅଧିକାରୀ କହିଛନ୍ତି ଯେ ଉକ୍ତ ସ୍ଥାନରେ ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଆଗାମୀ ଦୁଇ ତିନି ଦିନରେ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସମବାୟ ସମିତି କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ଝୁଲୁଛି ତାଲା ।ଫଳରେ ଚାଷୀ ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଛନ୍ତି ।
ବୌଦ୍ଧ ଜିଲ୍ଲାର ଗୁନ୍ଦୁଳିଆ ସେବା ସମବାୟ ସମିତିରେ ଦୀର୍ଘ ଦିନ ହେଲା ତାଲା ଝୁଲୁଛି ।ଏବେ ସବୁଆଡେ ଧାନକ୍ରୟ ଚାଲିଥିବା ବେଳେ ଏହି ଅଞ୍ଚଳର ଚାଷୀ ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।ଏପଟେ ସମବାୟ କମିଟିକୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଭାଙ୍ଗି ଦେଇଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।ଧାନ କିଣାବିକା ସମୟରେ ଏଭଳି ପରିସ୍ଥିତି ଯୋଗୁଁ ଚାଷୀ ନିଜଧାନକୁ ବସ୍ତାରେ ଭରି ଜଗିଛି ନଚେତ ଦଲାଲ ହାତରେ କମ ଦରରେ ଟେକି ଦେବାକୁ ବାଧ୍ୟ ହେଉଛି ।ଏ ସମ୍ପର୍କରେ ଯୋଗାଣ ଅଧିକାରୀ କହିଛନ୍ତି ଯେ ଉକ୍ତ ସ୍ଥାନରେ ଦୁଇଟି ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ।ଆଗାମୀ ଦୁଇ ତିନି ଦିନରେ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି ।

Body:ମଣ୍ଡିରେ ପଡିଛି ତାଲା,ସେପଟେ ଧାନ ବିକିବା ନେଇ ଚିନ୍ତାରେ ଚାଷୀ ।

Conclusion:ବାଇଟ-୧-ସୁଶାନ୍ତ କୁମାର ପ୍ରଧାନ, ଚାଷୀ
ବାଇଟ-୨-ବିଷ୍ଣୁ ଚରଣ ପ୍ରଧାନ, ଯୋଗାଣ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.