ETV Bharat / state

ରାଜ୍ୟସ୍ତରୀୟ ଗୀତା ଆବୃତ୍ତିରେ ବୌଦ୍ଧ ଛାତ୍ରୀ ପ୍ରଥମ - ରାଜ୍ୟସ୍ତରୀୟ ଗୀତା ଆବୃତ୍ତି

ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଅମିତା ରଥ । ପ୍ରଜ୍ଞା ମିଶନ ଦ୍ବାରା ଆୟୋଜିତ ଗୀତା ଜ୍ଞାନ ପରୀକ୍ଷା ବୌଦ୍ଧ ମହିଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟସ୍ତରୀୟ ଗୀତା ଆବୃତ୍ତିରେ ବୌଦ୍ଧ ଛାତ୍ରୀ ପ୍ରଥମ
ରାଜ୍ୟସ୍ତରୀୟ ଗୀତା ଆବୃତ୍ତିରେ ବୌଦ୍ଧ ଛାତ୍ରୀ ପ୍ରଥମ
author img

By

Published : Feb 2, 2020, 5:22 PM IST

ବୌଦ୍ଧ: ଗୀତା ଆବୃତ୍ତି ସହ ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ସହ ଯୋଡିବାର ଅଭିନବ ପ୍ରୟାସ । ଆଉ ଏହି ପ୍ରୟାସରେ ରାଜ୍ୟସ୍ତରୀୟ ଗୌବର ଆଣିଛନ୍ତି ବୌଦ୍ଧର ଅଷ୍ଟମ ଶ୍ରେଣୀ ଛାତ୍ରୀ । ପ୍ରଜ୍ଞା ମିଶନ ଦ୍ବାରା ବୌଦ୍ଧ ମହିଳା ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ଗୀତା ଜ୍ଞାନ ପରୀକ୍ଷା।

ରାଜ୍ୟସ୍ତରୀୟ ଗୀତା ଆବୃତ୍ତିରେ ବୌଦ୍ଧ ଛାତ୍ରୀ ପ୍ରଥମ

ଭାଗବତ ଗୀତା ଆବୃତ୍ତି ଓ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ ବର୍ତ୍ତମାନ ସମୟରେ ସାରା ବିଶ୍ବ ପାଇଁ କିଭଳି ଅତ୍ୟନ୍ତ ଜରୁରୀ ସେ ସମ୍ପର୍କରେ ଛାତ୍ରଛାତ୍ରୀ ନିଜ ମତ ଉପସ୍ଥାପନା କରିଥିଲେ । ରବିବାର ଅନୁଷ୍ଠିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ ବାଉଁଶୁଣୀର ଅଷ୍ଟମ ଶ୍ରେଣୀର ବିସ୍ମୟ ଛାତ୍ରୀ ଅମିତା ରଥ । ରାଜ୍ୟର ସମସ୍ତ ପ୍ରତିଯୋଗୀଙ୍କୁ କେବଳ ପଛରେ ପକାଇନଥିଲେ, ସେ ସମସ୍ତଙ୍କୁ ଆଚମ୍ବିତ ମଧ୍ୟ କରିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଗୀତା ଆବୃତ୍ତି ସହିତ ଛାତ୍ରଛାତ୍ରୀ ଙ୍କୁ ଭଗବତ ଗୀତା ସହ ଯୋଡିବାର ଅଭିନବ ପ୍ରୟାସ ।ଆଉ ଏହି ପ୍ରୟାସରେସାରା ରାଜ୍ୟ ସ୍ତରରେ ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ ।
ବୌଦ୍ଧ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଗୀତା ଜ୍ଞାନ ପରୀକ୍ଷା । ଏଥିସହିତ ଭାଗବତ ଗୀତା ଆବୃତ୍ତି ଓ ଭଗବାନ ଶ୍ରୀକୃଷ୍ଣ ଙ୍କ ମୁଖ ନିସୃତ ବାଣୀ ବର୍ତ୍ତମାନ ସମୟରେ ସାରା ବିଶ୍ବ ପାଇଁ କିଭଳି ଅତ୍ୟନ୍ତ ଜରୁରୀ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ନିଜ ମତ ଉପସ୍ଥାପନ କରିଥିଲେ ।ରବିବାର ଅନୁଷ୍ଠିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ଥିଲେ ଚଳିତ ବର୍ଷ ପ୍ରଜ୍ଞା ମିଶନ ଦ୍ବାରା ଆୟୋଜିତ ଗୀତା ଆବୃତ୍ତି ରେ ସାରା ରାତିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାଉଁଶୁଣୀ ର ଅଷ୍ଟମ ଶ୍ରେଣୀର ବିସ୍ମୟ ଛାତ୍ରୀ ଅମିତା ରଥ ।ରାଜ୍ୟର ସମସ୍ତ ପ୍ରତିଯୋଗୀ ଙ୍କୁ କେବଳ ପଛରେ ପକାଇ ନ ଥିଲେ, ସେ ସମସ୍ତଙ୍କୁ ଆଚମ୍ବିତ ମଧ୍ୟ କରିଥିଲେ ।ଆଜି ମଧ୍ୟ ଅମିତା ଙ୍କ ଦ୍ବାରା ପରିବେଷିତ ଗୀତା ଆବୃତ୍ତି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

Body:ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଅଷ୍ଟମ ଶ୍ରେଣୀର ବିସ୍ମୟ ଛାତ୍ରୀ ଅମିତା ଙ୍କ ଗୀତା ଆବୃତ୍ତି ।

Conclusion:ବାଇଟ-୧-ଅମିତା ରଥ,ଛାତ୍ରୀ,ବାଉଁଶୁଣୀ
ବାଇଟ-୨-ଶିବଦତ୍ତ ପଟ୍ଟନାୟକ, ଅଧ୍ୟାପକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.