ETV Bharat / state

School Transformation Programme: ବୌଦ୍ଧର ୨୪ ବିଦ୍ୟାଳୟ ହେଲା ସ୍ମାର୍ଟ ସ୍କୁଲ

ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । ବୌଦ୍ଧ ଜିଲ୍ଲାର ଆଉ ଚବିଶ ଗୋଟି ବିଦ୍ୟାଳୟ 5ଟିରେ ସାମିଲ ହୋଇଛି । ଅଧିକ ପଢନ୍ତୁ

author img

By

Published : Jun 2, 2022, 8:11 AM IST

School Transformation Programme;ବୌଦ୍ଧରେ ୨୪ଟି ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ: ରାଜ୍ୟରେ ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । ଏହି ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାର ଆଉ ଚବିଶ ଗୋଟି ବିଦ୍ୟାଳୟ 5ଟିରେ ସାମିଲ ହୋଇଛି । ଜିଲ୍ଲାର ତିନୋଟି ବ୍ଲକରେ ପୂର୍ବରୁ ଦଶ ଗୋଟି ବିଦ୍ୟାଳୟ 5ଟି ଅନ୍ତର୍ଗତ ରୂପାନ୍ତର ହୋଇଥିଲା ।

ବୁଧବାର ସଂନ୍ଧ୍ୟାରେ ଜହ୍ନାପଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଉପସ୍ଥିତିରେ ଜିଲ୍ଲାର ଚବିଶ ଗୋଟି ବିଦ୍ୟାଳୟର ରୂପାନ୍ତରଣର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଉଭୟ ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କ ସହିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ ।

ତେବେ ଏହି କାର୍ଯ୍ୟକ୍ରମ ଆରମ୍ଭ ସମୟରେ ଘଟିଥିଲା ଏକ ଅଘଟଣ । କାର୍ଯ୍ୟକ୍ରମ ପରିସରରେ ସଟ ସର୍କିଟ ଯୋଗୁଁ ନିଆଁଲାଗି ଯିବାରୁ କାର୍ଯ୍ୟକ୍ରମ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । କିଛି ବଡ ଅଘଟଣ ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇ ଥିଲା ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.