ETV Bharat / state

ବୌଦ୍ଧରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଚୋରୀ ଅଭିଯୋଗ - pradhanamantri abasa yojana

କୂଅ ଚୋରୀ, ପୋଖରୀ ଚୋରୀ,ପାଇଖାନା ଚୋରୀ ପରେ ବର୍ତ୍ତମାନ ବୌଦ୍ଧରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଚୋରୀ ହୋଇଥିବା ଅଭିଯୋଗ

author img

By

Published : Jul 16, 2020, 11:30 AM IST

ବୌଦ୍ଧ: ଜିଲ୍ଲାର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଜଣେ ଗରିବ ଦିନ ମଜୁରିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ଚୋରୀ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । କାଗଜପତ୍ରରେ ଘରକୁ ଦେଖାଯାଇ ଅର୍ଥ ହଡପ ହୋଇଥିବା ଦେଖିବାକୁ ମିଳିଛି ।

ହିତାଧିକାରୀ ଖୋଦ ଏନେଇ ପଞ୍ଚାୟତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବୌଦ୍ଧ ବ୍ଲକରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ଏ ସମ୍ପର୍କରେ ସେ ଡିଆରଡିଏ ପିଡି ଓ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ବୌଦ୍ଧରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଚୋରୀ ହୋଇଥିବା ଅଭିଯୋଗ

ସେପଟେ ୨୦୧୬-୧୭ ଆର୍ଥିକ ବର୍ଷରେ ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ସମାପାଜ ଗ୍ରାମର କେତେକ ଗରିବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ସରିବା ପରେ ମଧ୍ୟ ଏଯାଏଁ ସେମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.