ETV Bharat / state

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 1 ଲକ୍ଷ ଦେଲା ବୌଦ୍ଧ କ୍ରିକେଟ ଆସୋସିଏନ - ବୌଦ୍ଧରେ ରକ୍ତାଭାବ

ଜିଲ୍ଲାର କ୍ରିକେଟ ଆସୋସିଏସନ ସଭାପତି ଲମ୍ବୋଦର ପୁରୋହିତ, ସମ୍ପାଦକ ଯୁଗଳ କିଶୋର ସାମଲ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ...

boudh latest news, boudh cricket association, boudh cricket associations corona help, blodd deficity in boudh, boudh lockdown, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧ କ୍ରିକେଟ ଆସୋସିଏସନ, ବୌଦ୍ଧ କ୍ରିକେଟ ଆସୋସିଏସନର କୋରୋନା ସହାୟତା, ବୌଦ୍ଧରେ ରକ୍ତାଭାବ, ବୌଦ୍ଧ ଲକଡାଉନ
ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 1 ଲକ୍ଷ ଦେଲା ବୌଦ୍ଧ କ୍ରିକେଟ ଆସୋସିଏନ
author img

By

Published : Apr 14, 2020, 12:55 AM IST

ବୌଦ୍ଧ: ଲକଡାଉନ ସମୟରେ ରକ୍ତର ଘୋର ଅଭାବକୁ ଲକ୍ଷ୍ୟ କରି ସୋମବାର ବୌଦ୍ଧ ଜିଲ୍ଲାପାଳ କରିଛନ୍ତି ରକ୍ତଦାନ । ସେପଟେ ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ମିଳିତ ଭାବେ ବୌଦ୍ଧ ପୌରାଞ୍ଚଳର ବିଭିନ୍ନ ବସ୍ତିରେ ଅସହାୟଙ୍କୁ ସାହାଯ୍ୟ ବାଣ୍ଟିଛନ୍ତି । ସେହିପରି ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 1 ଲକ୍ଷ ଦେଲା ବୌଦ୍ଧ କ୍ରିକେଟ ଆସୋସିଏନ

ସୂଚନା ଅନୁଯାୟୀ ବର୍ତ୍ତମାନ ଲକଡାଉନ ପାଇଁ ରକ୍ତ ଭଣ୍ଡାରମାନଙ୍କରେ ରକ୍ତର ଅଭାବ ଦେଖା ଦେଇଥିବାରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରକ୍ତଦାନ କରି ଅନ୍ୟଙ୍କୁ ପ୍ରେରଣା ଯୋଗାଇଛନ୍ତି । ଏଥିସହ ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ମିଳିତ ଭାବେ ପୌରାଞ୍ଚଳ ବସ୍ତିର ଅସହାୟଙ୍କୁ ମାଗଣାରେ ମାସ୍କ, ସାନିଟାଇଜର ଓ ରାସନ ସାମଗ୍ରୀ ଯୋଗାଇଛନ୍ତି ।

ସେହିପରି ଜିଲ୍ଲାର କ୍ରିକେଟ ଆସୋସିଏସନ ସଭାପତି ଲମ୍ବୋଦର ପୁରୋହିତ, ସମ୍ପାଦକ ଯୁଗଳ କିଶୋର ସାମଲ ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.