ETV Bharat / state

ବୌଦ୍ଧ ରଥଯାତ୍ରାରେ ନିଷେଧାଦେଶ ଜାରି କଲା ପ୍ରଶାସନ - boudh administration

ବୌଦ୍ଧ ଗଡଜାତ ପବିତ୍ର ଘୋଷଯାତ୍ରାକୁ ସମ୍ପୂର୍ଣ୍ଣ ବାତିଲ କଲା ଜିଲ୍ଲା ପ୍ରଶାସନ । କୋରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ବୌଦ୍ଧ ରଥଯାତ୍ରା ଉପରେ ନିଷେଧାଦେଶ ଜାରି କଲା ପ୍ରଶାସନ

author img

By

Published : Jun 18, 2020, 3:50 PM IST

Updated : Jun 18, 2020, 4:46 PM IST

ବୌଦ୍ଧ: ଜିଲ୍ଲାର ବଡଦାଣ୍ଡରେ ଗଡିବନି ବଡ ଠାକୁରଙ୍କ ରଥ । ଘୋଷଯାତ୍ରାକୁ ସମ୍ପୂର୍ଣ୍ଣ ନିଷେଧ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ । ଏ ସମ୍ପର୍କରେ ବୁଧବାର ବିଧିବଦ୍ଧ ଭାବେ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ସୂଚନା ଦେଇଛନ୍ତି ।

ବୌଦ୍ଧ ରଥଯାତ୍ରାରେ ନିଷେଧାଦେଶ ଜାରି କଲା ପ୍ରଶାସନ

ରଥ ଖଳାରେ ରଥ ମରାମତି କାର୍ଯ୍ୟ ସମ୍ପାଦିତ ହୋଇସାରି ଥିବାବେଳେ ଠାକୁରଙ୍କ ରଥଯାତ୍ରାକୁ ବାତିଲ କରାଯାଇଛି । ସେହିପରି ଶ୍ରୀ ଜୀଉଙ୍କ ଏହି ସମୟରେ ହେବାକୁ ଥିବା ସମସ୍ତ ରୀତିନୀତି କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।ସେପଟେ ଶ୍ରଦ୍ଧାଳୁ ଶହ ଶହ ବର୍ଷର ପରମ୍ପରା ଭଙ୍ଗ ହୋଇଥିବାରୁ ଅତ୍ୟନ୍ତ ଭାବାବେଗ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 18, 2020, 4:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.