ETV Bharat / state

2 ଡାକ୍ତର ସଂକ୍ରମିତ, ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ଆଶଙ୍କା - boudh district covid situation

ବୌଦ୍ଧରେ ସାଙ୍ଘାତିକ ହେବାରେ ଲାଗିଛି କରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଦୁଇ ଡାକ୍ତର ସଂକ୍ରମିତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟସେବା ବ୍ୟାହତ ହେବା ଆଶଙ୍କା । ଅଧିକ ପଢନ୍ତୁ...

2 ଡାକ୍ତର ସଂକ୍ରମିତ, ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ଆଶଙ୍କା

author img

By

Published : May 12, 2021, 8:24 PM IST

ବୌଦ୍ଧ : ସାଙ୍ଘାତିକ ହେବାରେ ଲାଗିଛି କରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାରୁ ବିଶେଷ ଚିନ୍ତା ବଢିଯାଇଛି । ଆଜି ବୌଦ୍ଧ ଜିଲ୍ଲାର ଜହ୍ନାପଙ୍କ ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର 2 ଡାକ୍ତର ଓ ସୁରକ୍ଷା କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଅଞ୍ଚଳର 5ଟି ପଞ୍ଚାୟତର ସାଧାରଣ ଲୋକ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

2 ଡାକ୍ତର ସଂକ୍ରମିତ, ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ଆଶଙ୍କା
2 ଡାକ୍ତର ସଂକ୍ରମିତ, ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ଆଶଙ୍କା

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିବାହ ଭୋଜିଭାତ ଓ ହାଟ ବଜାର ଯୋଗୁଁ ଗଣ ସଂକ୍ରମଣ ଭୟ ସୃଷ୍ଟି ହୋଇଛି । ସେପଟେ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ମୃତ୍ୟୁର ହାର ମଧ୍ୟ ବଢ଼ିବାରେ ଲାଗିଛି । ଆଜି ଯୋଗୀନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ କରୋନା ଜନିତ ମୃତ୍ୟୁ ଯୋଗୁଁ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି ନୂତନ 180 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ପାଞ୍ଚ ହଜାର ମୁହାଁ ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଯାହା ସାଧାରଣରେ ଭୟ ସୃଷ୍ଟି କରିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.