ETV Bharat / state

ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗ

ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ । ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ ।

author img

By

Published : Jul 14, 2019, 9:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ଆସିଛି ଅର୍ଣ୍ଣପାଳ ପଞ୍ଚାୟତ ଦେଉଳପାଳ ଜେନା ସାହିରୁୁ । ମୃତ ମହିଳା ଜଣଙ୍କ ହେଲେ ସାବିତ୍ରୀ ଜେନା । ଏନେଇ ମୃତ ମହିଳାଙ୍କ ଭାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣାରେ ପୋଲିସ ସାବିତ୍ରୀଙ୍କ ସ୍ୱାମୀ ଭଗବାନ ସାହୁକୁ ଅଟକ ରଖିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମଦ୍ୟପ ସ୍ୱାମୀ, ସ୍ତ୍ରୀ କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ କରାଯାଉଛି ।

ମୃତ ମହିଳାଙ୍କ ଶାଶୁ ଓ ଶ୍ବଶୂରଙ୍କ ନାଁରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛିି । ସାବିତ୍ରୀଙ୍କ ତିନି ପୁଅ ଓ ଗୋଟିଏ ଝିଅ ଥିବାର ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ସ୍ତ୍ରୀ କୁ ପିଟି ପିଟି ସ୍ୱାମୀ ହତ୍ୟା କରିଥିବା ପରି ଏକ ସଙ୍ଗୀନ ଅଭିଯୋଗ। ସୂଚନା ଅନୁଯାୟୀ ଏଭଳି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ପଞ୍ଚାୟତ ଦେଉଳପାଳ ଜେନା ସାହିରୁୁ। Body:ସ୍ତ୍ରୀ କୁ ପିଟି ପିଟି ସ୍ୱାମୀ ହତ୍ୟା କରିଥିବା ପରି ଏକ ସଙ୍ଗୀନ ଅଭିଯୋଗ। ସୂଚନା ଅନୁଯାୟୀ ଏଭଳି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ପଞ୍ଚାୟତ ଦେଉଳପାଳ ଜେନା ସାହିରୁୁ। ମୃତ ମହିଳା ଜଣଙ୍କ ହେଲେ ସାବିତ୍ରୀ ଜେନା। ଏନେଇ ମୃତ ମହିଳାଙ୍କ ଭାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୋଲିସ ସାବିତ୍ରୀଙ୍କ ସ୍ୱାମୀ ଭଗବାନ ସାହୁକୁ ଅଟକ ରଖିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମଦ୍ୟପ ସ୍ୱାମୀ ସ୍ତ୍ରୀ କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ଶାଶୁ ଓ ଶଶୁରଙ୍କ ନାଁରେ ଏନେଇ ଥାନାରେ ଅଭିଯୋଗ ହୋଇଛିି। ସାବିତ୍ରୀଙ୍କ ତିନି ପୁଅ ଓ ଗୋଟିଏ ଝିଅ ଅଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.