ETV Bharat / state

ଭଦ୍ରକରେ କୋରୋନା ହସପିଟାଲ, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ

author img

By

Published : Apr 8, 2020, 5:55 PM IST

Updated : Apr 8, 2020, 6:59 PM IST

ସହରର ମୋଟେଲ ଛକ ନିକଟ ସାଳନ୍ଦୀ ହସ୍ପିଟାଲକୁ କୋରୋନା ହସପିଟାଲ କରାଯିବ । ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5ଟି ସଚିବ ଭି କେ ପାଣ୍ଡିୟାନ । ଅଧିକ ପଢନ୍ତୁ...

od_bha_ SPECIAL CORONA HOSPITAL IN BHADRAK, CHIEF SECRETARY AND 5T SECRETARY VISTING
ଭଦ୍ରକରେ କୋରୋନା ହସପିଟାଲ, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ

ଭଦ୍ରକ: ସହରର ମୋଟେଲ ଛକ ନିକଟ ସାଳନ୍ଦୀ ହସପିଟାଲକୁ ସ୍ବତନ୍ତ୍ର କୋରୋନା ହସପିଟାଲ କରାଯିବ । ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ 5ଟି ସଚିବ ଭି. କେ ପାଣ୍ଡିୟାନ । ଉଭୟ ହସ୍ପିଟାଲ ପରିଦର୍ଶନ କରିବା ସହ ଡାକ୍ତରଖାନା କର୍ତ୍ତୃପକ୍ଷ, ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଜିଲ୍ଲାରେ ଲକଡାଉନର ସ୍ଥିତି ସମ୍ପର୍କରେ ଏସପି ଓ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ପଚାରି ବୁଝିଥିଲେ ।

ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଭଦ୍ରକ ଗସ୍ତ ସାରି ଫେରିଯାଇଛନ୍ତି । ତେବେ ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି ।

ଭଦ୍ରକରେ 100 ଶଯ୍ୟା ବିଶିଷ୍ଟ କୋଭିଡ-19 କେୟାର ହସ୍ପିଟାଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ସେଠାରେ 100 ଶଯ୍ୟା ସହ 2ଟି ଭେଣ୍ଟିଲେଟର ଓ 2ଟି ଆଇସିୟୁ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 8, 2020, 6:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.