ETV Bharat / state

‘ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଦିଅ’ - Proper benificiary"

ଦେଶରେ କେହିବି ବାସହୀନ ରହିବେ ନାହିଁ । ଯେଉଁଥିପାଇଁ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ଯୋଗ୍ୟ ଲୋକଙ୍କ ପରିବର୍ତ୍ତେ ଅଯୋଗ୍ୟଙ୍କୁ ଦିଆଯାଉଛି ଘର । ଭଦ୍ରକରୁ ଆସିଛି ସଙ୍ଗୀନ ଅଭିଯୋଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Oct 14, 2019, 6:38 PM IST

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ଗୃହ ଆବଣ୍ଟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଗ୍ରାମବାସୀ ଏହାର ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଜିଓ ଟ୍ୟାଗ ରେ ସାମିଲ କରାଯାଇଥିବା ପ୍ରକୃତ ହିତାଧିକାରୀଙ୍କ ନାମକୁ ବାଦ ଦିଆଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କିଛି ଅସାଧୁ ବ୍ୟକ୍ତି, ସରକାରୀ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଏଭଳି ଅନିୟମିତତା କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ବେଆଇନ କାର୍ଯ୍ୟର କ୍ଷେତ୍ରୀୟ ତଦନ୍ତ କରାଯିବା ସହ ପ୍ରକୃତ ହିତାଧିକାରୀଙ୍କୁ ଗୃହ ବଣ୍ଟନ କରିବା ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଏକ ଦାବି ପତ୍ର ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ABASA JOJONA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 14.10.2019

ANCHOR : ଭଦ୍ରକ ବ୍ଲକ ଅର୍ନ୍ତଗତ ବନ୍ଧଗାଁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନ ଗୃହ ଆବଣ୍ଟନରେ ପାତର ଅନ୍ତର ହୋଇଥିବା ଅଭିଯୋଗ। ଗ୍ରାମବାସୀ ମାନେ ଏହି ଅଭିଯୋଗକୁ ଭିତ୍ତିକରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। Body:ଜି.ଓ. ଟେକ ରେ ସମ୍ପୃକ୍ତ କରାଯାଇଥିବା ପ୍ରକୃତ ହିତାଧିକାରୀଙ୍କ ନାମ କୁ ବାଦ ଦିଆଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଜନାଭୂକ୍ତ କରାଯାଇଥିବା ଅଭିଯୋଗ ହୋଇଛି। କିଛି ଅସାଧୁ ବ୍ୟକ୍ତି, କିଛି ସରକାରୀ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଏଭଳି ଅନିୟମିତତା କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଘଟଣାର କ୍ଷେତ୍ରିୟ ତଦନ୍ତ କରାଯିବା ସହ ପ୍ରକୃତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.