ETV Bharat / state

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ଗିରଫ

author img

By

Published : Dec 12, 2019, 11:11 PM IST

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆହାରପଦା ଗାଁର କାହ୍ନୁ ଜେନା ଦୁଷ୍କର୍ମ ଉଦ୍ୟମ କରି ଗିରଫ ହୋଇଛନ୍ତି ଓ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

minor rape
minor rape

ଭଦ୍ରକ: ଦୁଷ୍କର୍ମ ଉଦ୍ୟମ କରି ଯୁବକ ଗିରଫ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆହାରପଦା ଗାଁର ଜନୈକ ଯୁବକ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହୋଇଥିବା ସୂଚନା ମିଳିଛି।

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଅଭିଯୋଗ ଅନୁଯାୟୀ ପର୍ଶୁରାମ ଜେନାଙ୍କ ପୁଅ କାହ୍ନୁ ଉକ୍ତ ଗାଁର ଜଣେ ନାବାଳିକା ଘରେ କେହି ନଥିବାର ସୁଯୋଗ ନେଇ ଜଣେ 13 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଜଣାପଡିଛି।

ଝିଅ ବଡ ପାଟିରେ ଚିତ୍କାର କରିବାରୁ ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ କାହ୍ନୁ ଜେନା କବାଟ ଖୋଲି ଦୌଡିପଳାଇ ଯାଇଥିଲା । ପରେ ଝିଅଟି ପରିବାର ଲୋକଙ୍କୁ ସବୁ କଥା କହିବାପରେ ଝିଅର ମା' ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବାପରେ ସ୍ଥାନୀୟ ପୋଲିସ ଅଭିଯୁକ୍ତ କାହ୍ନୁ ଜେନାକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : RAPE CASE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 12.12.2019

ANCHOR : ଦୁଷ୍କର୍ମ ଉଦ୍ୟମ କରି ଯୁବକ ଗିରଫ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆହାରପଦା ଗ୍ରାମର ଜନୈକ ଯୁବକ ଦୁଷ୍କର୍ମ ଉଦ୍ୟମକରି ଗିରଫ ହୋଇଥିବାର ସୁଚନା ମିଳିଛି। ଅଭିଯୋଗ ଅନୁଯାୟୀ ପର୍ଶୁରାମ ଜେନାଙ୍କ ପୁଅ କାହ୍ନୁ ଉକ୍ତ ଗ୍ରାମର ଜଣେ ନାବାଳିକା ଘରେ କେହି ନଥିବାର ସୁଯୋଗ ନେଇ ଜଣେ 13 ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଜଣାପଡିଛି। ଝିଅ ବଡ ପାଟିରେ ଚିତ୍କାର କରିବାରୁ ପଡୋସି ମାନେ ଘଟଣା ସ୍ଥଳରେ ପହଂଚି ଜିବାରୁ ଅଭିଯୁକ୍ତ କାହ୍ନୁ ଜେନା କବାଟ ଖୋଲି ଦୌଡିପଳାଇ ଯାଇଥିଲା । Body:ପରେ ଝିଅଟି ପରିବାର ଲୋକଙ୍କୁ ସବୁ କଥା କହିବାପରେ ଝିଅର ମା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବାପରେ ଗ୍ରାମାଞ୍ଚଳ ପୋଲିସ ଅଭିଯୁକ୍ତ କାହ୍ନୁ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.