ETV Bharat / state

ମାତିଛନ୍ତି ଲୁଟେରା: ଡିକି ଭାଙ୍ଗି ଲୁଟିନେଲେ 1ଲକ୍ଷ 40 ହଜାର - ମାତିଛନ୍ତି ଲୁଟେରା

ଭଦ୍ରକ ବନ୍ତ ଛକସ୍ଥିତ ଫିସରି ମାର୍କେଟ ଆଗରେ ଲୁଟ୍ । ଡ଼ିକି ଭାଙ୍ଗି ଲୁଟିନେଲେ 1ଲକ୍ଷ 40 ହଜାର ଟଙ୍କା...

ପୂଜା ବଜାରରେ ମାତିଛନ୍ତି ଲୁଟେରା
author img

By

Published : Oct 28, 2019, 6:25 PM IST

Updated : Oct 28, 2019, 7:56 PM IST

ଭଦ୍ରକ: ପୂଜା ବଜାରରେ ମାତିଲେ ଲୁଟେରା । ଡ଼ିକି ଭାଙ୍ଗି ଲୁଟିନେଲେ 1ଲକ୍ଷ 40 ହଜାର ଟଙ୍କା । ଗୋଟିଏ ପଟେ ଭଦ୍ରକରେ କାଳୀପୂଜାର ମାହୋଲ ଚାଲିଥିବାବେଳେ ଲୁଟେରାଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି।

ପୂଜା ବଜାରରେ ମାତିଛନ୍ତି ଲୁଟେରା: ଡିକି ଭାଙ୍ଗି ଲୁଟିନେଲେ 1ଲକ୍ଷ 40 ହଜାର

ଭଦ୍ରକ ବନ୍ତ ଛକସ୍ଥିତ ଫିସରି ମାର୍କେଟ ଆଗରେ ଘଟିଛି ଏ ଘଟଣା। ସ୍ଥାନୀୟ ତଳଗୋପବିନ୍ଧା ଅଞ୍ଚଳର ମଦନ ନାୟକ ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଆଣିଥିଲେ। ବାଇକ ରଖି ନିକଟରେ ଥିବା ମାର୍କେଟରୁ ସାମଗ୍ରୀ କିଣୁଥିବା ସମୟରେ ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ ଲୁଟେରା। ଏନେଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି । କାଳୀପୂଜା ଆରମ୍ଭରୁ ଲୁଟେରାଙ୍କର ଏଭଳି ପ୍ରାର୍ଦୁଭାବ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : LOOT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 28.10.2019

ANCHOR : ପୂଜା ବଜାରରେ ମାତିଲେ ଲୁଟେରା। ଡ଼ିକି ଭାଙ୍ଗି ଲୁଟିନେଲେ 1ଲକ୍ଷ 40 ହଜାର ଟଙ୍କା। ଭଦ୍ରକରେ ଏବେ କାଳୀପୂଜାର ମାହୋଲ ଚାଲିଥିବା ବେଳେ ଲୁଟେରା ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଭଦ୍ରକ ବନ୍ତ ଛକ ସ୍ଥିତ ଫିସରି ମାର୍କେଟ ଆଗରେ ଘଟିଛି ଏହି ପରି ଘଟଣା। Body:ଭଦ୍ରକ ତଳଗୋପବିନ୍ଧା ଅଂଚଳର ମଦନ ନାୟକ ଟଙ୍କା ଷ୍ଟେଟବ୍ୟାଙ୍କରୁ ଟଙ୍କା ଉଠାଇ ଆଣିଥିଲେ। ବାଇକ ରଖି ନିକଟରେ ଥିବା ମାର୍କେଟରୁ କିଛି କିଣାକିଣି କରୁଥିବା ସମୟରେ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା। ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାଳୀପୂଜା ଆରମ୍ଭରୁ ଲୁଟେରା ମାନଙ୍କର ଏଭଳି ପ୍ରାଦୁର୍ଭାବ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।Conclusion:
Last Updated : Oct 28, 2019, 7:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.