ETV Bharat / state

Poll Violence In Bharak: ଭୋଟିଂ ବେଳେ ବୁଥରେ ଛୁରାମାଡ଼, ଜଣେ ଗୁରୁତର

author img

By

Published : Mar 24, 2022, 1:18 PM IST

Updated : Mar 24, 2022, 2:46 PM IST

ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଘଟିଛି ନିର୍ବାଚନୀ ହିଂସାକାଣ୍ଡ । ଆଜି(ଗୁରୁବାର) ରାଜ୍ୟରେ ପୌର ନିର୍ବାଚନ ଲାଗି ମତଦାନ ଜାରି ରହିଥିବା ବେଳେ ଘଟିଛି ଏହି ହିଂସା । ଅଧିକ ପଢନ୍ତୁ

Poll Violence In Bharak: ଭୋଟିଂ ବେଳେ ବୁଥରେ ଛୁରାମାଡ଼, ଜଣେ ଗୁରୁତର
Poll Violence In Bharak: ଭୋଟିଂ ବେଳେ ବୁଥରେ ଛୁରାମାଡ଼, ଜଣେ ଗୁରୁତର

ଭଦ୍ରକ: ଆଜି ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଜାରି ରହିଛି ମତଦାନ । ଏହାରି ମଧ୍ୟରେ ଜିଲ୍ଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘଟିଛି ନିର୍ବାଚନୀ ହିଂସାକାଣ୍ଡ । ୯ ନଂ ୱାର୍ଡର ୧୬ ନଂ ବୁଥରେ ଛୁରାମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ଧାମନଗର କସାଵବସ୍ତିର ବିଜେଡ଼ିର ସମର୍ଥକ ଅସ୍ତାକ୍‌ର ଭୁଜାଲି ଆକ୍ରମଣରେ ବଜାର ସାହିର ଦନା ଲେଙ୍କା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 24, 2022, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.