ETV Bharat / state

ଭଦ୍ରକରେ ନିର୍ବାଚନୀ ତାତି, ଚାଲିଛି ଡୋର ଟୁ ଡୋର କ୍ୟାମ୍ପେନିଂ - ଭଦ୍ରକ

ଭଦ୍ରକ ଲୋକସଭା ଆସନରୁ ଲଢୁଥିବା ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର ଜୋର ଧରିଛି । ପ୍ରଥମଥର ପାଇଁ ବିଜେଡି ପକ୍ଷରୁ ଭଦ୍ରକ ଲୋକସଭା ଆସନ ପାଇଁ ଜଣେ ମହିଳା ମଞ୍ଜୁଲତା ମଣ୍ଡଳ ପ୍ରାର୍ଥିନୀ ହୋଇଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ
author img

By

Published : Apr 17, 2019, 9:17 PM IST

ଭଦ୍ରକ: ପାରଦ 40 ଡିଗ୍ରୀ ଉପରେ। ଏହା ମଧ୍ୟରେ ଭଦ୍ରକ ଲୋକସଭା ଆସନରୁ ଲଢୁଥିବା ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର ଜୋର ଧରିଛି । ପ୍ରଥମଥର ପାଇଁ ବିଜେଡି ପକ୍ଷରୁ ଭଦ୍ରକ ଲୋକସଭା ଆସନ ପାଇଁ ଜଣେ ମହିଳା ମଞ୍ଜୁଲତା ମଣ୍ଡଳ ପ୍ରାର୍ଥିନୀ ହୋଇଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ସେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ତିହିଡ଼ି ବ୍ଲକ ଚେୟାରମ୍ୟାନ ବିଦ୍ୟୁତଲତା ନାୟକଙ୍କ ସମେତ ବିଭିନ୍ନ କର୍ମୀଙ୍କୁ ଧରି ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି। ଏହି କ୍ରମରେ ତିହିଡ଼ି ବ୍ଲକ ଅନ୍ତର୍ଗତ 13ଟି ପଞ୍ଚାୟତର କର୍ମୀଙ୍କୁ ନେଇ କୁବେରା କାଳି ପଡିଆରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଚଳିତଥର ନିର୍ବାଚନରେ ଦଳର ପ୍ରଦର୍ଶନ କିପରି ହେବ, ସେ ନେଇ ଆମ ଟିମ ମଞ୍ଜୁଲତାଙ୍କ ସହ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ସିଧାସଳଖ ଆଲୋଚନା କରିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

ଭଦ୍ରକରେ ନିର୍ବାଚନୀ ତାତି, ଚାଲିଛି ଡୋର ଟୁ ଡୋର କ୍ୟାମ୍ପେନିଂ 

ଭଦ୍ରକ: ପାରଦ 40 ଡିଗ୍ରୀ ଉପରେ। ଏହା ମଧ୍ୟରେ ଭଦ୍ରକ ଲୋକସଭା ଆସନରୁ ଲଢୁଥିବା ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର ଜୋର ଧରିଛି । ପ୍ରଥମଥର ପାଇଁ ବିଜେଡି ପକ୍ଷରୁ ଭଦ୍ରକ ଲୋକସଭା ଆସନ ପାଇଁ ଜଣେ ମହିଳା ମଞ୍ଜୁଲତା ମଣ୍ଡଳ ପ୍ରାର୍ଥିନୀ ହୋଇଛନ୍ତି। 

ସେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ତିହିଡ଼ି ବ୍ଲକ ଚେୟାରମ୍ୟାନ ବିଦ୍ୟୁତଲତା ନାୟକଙ୍କ ସମେତ ବିଭିନ୍ନ କର୍ମୀଙ୍କୁ ଧରି ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି। ଏହି କ୍ରମରେ ତିହିଡ଼ି ବ୍ଲକ ଅନ୍ତର୍ଗତ 13ଟି ପଞ୍ଚାୟତର କର୍ମୀଙ୍କୁ ନେଇ କୁବେରା କାଳି ପଡିଆରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। 

ଚଳିତଥର ନିର୍ବାଚନରେ ଦଳର ପ୍ରଦର୍ଶନ କିପରି ହେବ, ସେ ନେଇ ଆମ ଟିମ ମଞ୍ଜୁଲତାଙ୍କ ସହ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ସିଧାସଳଖ ଆଲୋଚନା କରିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.