ETV Bharat / state

ଲକ୍‌ଡାଉନ ବେଳେ ପରିବହନ ବିଭାଗର ଚେକିଂ, 67 ହଜାର ଟଙ୍କା ଫାଇନ ଆଦାୟ

author img

By

Published : Mar 23, 2020, 9:28 PM IST

ଭଦ୍ରକ ସହରାଞ୍ଚଳରେ ଲକଡାଉନ ସମୟରେ ପରିବହନ ବିଭାଗ ପକ୍ଷରୁ କଡାକଡି ଯାଞ୍ଚ । 3ଟି ସ୍ଵତନ୍ତ୍ର ସ୍କ୍ବାର୍ଡ ଏହି ଯାଞ୍ଚ କରୁଥିବା ବେଳେ 67 ହଜାର ଟଙ୍କା ଫାଇନ ଆଦାୟ କରିଛନ୍ତି ।

During the lockdown, the Department of Transportation checked and fined Rs 67,000
ଲକ୍‌ଡାଉନ ବେଳେ ପରିବହନ ବିଭାଗର ଚେକିଂ, 67 ହଜାର ଟଙ୍କାର ଫାଇନ ଆଦାୟ

ଭଦ୍ରକ: ଭଦ୍ରକ ସହରାଞ୍ଚଳରେ ଲକଡାଉନ ସମୟରେ ପରିବହନ ବିଭାଗ ପକ୍ଷରୁ କଡାକଡି ଯାଞ୍ଚ କରାଯାଇଛି । 3ଟି ସ୍ଵତନ୍ତ୍ର ସ୍କ୍ବାର୍ଡ ଏହି ଚେକିଂ କରୁଥିବା ସୂଚନା ମିଳିଛି ।

ବିନା କାରଣରେ ଘରୁ ବାହାରି ବଜାରରେ ବୁଲୁଥିବା ଅଭିଯୋଗରେ ବାଇକ ଆରୋହୀଙ୍କ ଠାରୁ ଫାଇନ ଆଦାୟ କରାଯାଇଛି। ତେବେ 67 ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ନେଇ ଟ୍ବିଟ୍‌ ମାଧ୍ୟମରେ ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.