ETV Bharat / technology

TVS Raider 125 ଶସ୍ତା ବାଇକ୍‌ ଲଞ୍ଚ; ଜାଣନ୍ତୁ କେତେ ରହିଛି ଦାମ - TVS Raider 125 Launch

TVS Raider 125 Launched: ଟିଭିଏସ ମୋଟର କମ୍ପାନୀର ଲୋକପ୍ରିୟ TVS Raider 125ର ଏକ ନୂଆ ଶସ୍ତା ଭାରିଏଣ୍ଟ ଲଞ୍ଚ ହୋଇଛି । ଏହି ବାଇକରେ ଉଭୟ ପଟେ ଡ୍ରମ ବ୍ରେକ୍‌ ରହିଛି । ତେବେ ଏହାର ଦାମ କେତେ ଜାଣନ୍ତୁ...

TVS Raider 125 Launched
TVS Raider 125 Launched (TVS Motors)
author img

By ETV Bharat Tech Team

Published : Sep 24, 2024, 2:04 PM IST

ହାଇଦ୍ରାବାଦ: ସ୍ବଦେଶୀ ବାଇକ ନିର୍ମାତା କମ୍ପାନୀ TVS ମୋଟର କମ୍ପାନୀ ନିଜର ଲୋକପ୍ରିୟ ମୋଟରସାଇକେଲ ଟିଭିଏସ ରେଡର ଏକ ନୂଆ ଭାରିଏଣ୍ଟ ଲଞ୍ଚ କରିଛି । ଯାହାକି ପୂର୍ବ ମଡେଲଠାରୁ 10ହଜାର ଟଙ୍କା ଶସ୍ତା ରହିଛି । ଖାସ କଥା ହେଉଛି ଏଥିରେ ଡ୍ରମ ବ୍ରେକ ଦିଆଯାଇଥିବା ବେଳେ ଗ୍ରାହକଙ୍କୁ ବଜେଟ ବାଇକ ପ୍ରଦାନ କରୁଛି । ଡ୍ରମ୍‌ ବ୍ରେକକୁ ଛାଡ଼ିଲେ ଏହାର ଡିଜାଇନ ପୂର୍ବ ମଡେଲ ସହିତ ସମାନ ରହିଛି ।

କଣ ରହିଛି ଖାସ ?

  • ଟିଭିଏସ ରେଡର 125 ଡ୍ରମ ଭାରିଏଣ୍ଟ ପୂର୍ବ ମଡେଲ ପରି ସମାନ ଲୁକ୍‌ ରହିଛି ।
  • ଏଥିରେ 130ମିମି ଡ୍ରମ ବ୍ରେକ୍‌ ଓ କମ୍ବାଇନଡ ବ୍ରେକିଂ ସିଷ୍ଟମ (CBS) ରହିଛି ।
  • 124.8cc ଏୟାର କୁଲ ଇଞ୍ଜିନ ସହିତ ଆସୁଛି, ଯାହାକି 11.2bhp ଓ 11.2Nm ଟର୍କ ପ୍ରଡ୍ୟୁସ କରୁଛି ।
  • ଏହା 5.9 ସେକେଣ୍ଡରେ 0ରୁ 60km/h ବେଗ ବଢାଇପାରେ ସକ୍ଷମ ।
  • ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 99 କିଲୋମିଟର ରହିଛି ।
  • କଲର ଅପସନ: ଷ୍ଟ୍ରାଇକିଂ ରେଡ୍‌ ଓ ୱିକଡ୍‌ ବ୍ଲାକ୍‌
  • LED ହେଡଲ୍ୟାମ୍ପ
  • LCD ଡିସପ୍ଲେ
  • USB ଚାର୍ଜିଂ ପୋର୍ଟ
  • ରାଇଡ ମୋଡ୍‌
Also Read: ଦୁଇ ନୂଆ ବାଇକ୍‌ ଲଞ୍ଚ କଲା BMW; ମନ କିଣୁଛି ଷ୍ଟାଇଲିସ ଲୁକ୍‌ - BMW F900 GS Launch
TVS Raider 125
TVS Raider 125 (TVS Motors)

ଦାମ କେତେ ?

TVS Raider 125ର ଦାମ ପୂର୍ବ ରେଡରଠାରୁ 10 ହଜାର ଟଙ୍କା କମ ରହିଛି । ପୂର୍ବ ମଡେଲର ଦାମ Rs 96,869 (ଏକ୍ସ-ଶୋରୁମ) ଥିବା ବେଳେ ଏହାର ଦାମ ରହିଛି Rs 84,869 (ଏକ୍ସ-ଶୋରୁମ) ।

TVS Raider 125
TVS Raider 125 (TVS Motors)
Also Read: ଚଳିତ ମାସର ଶେଷରେ ଲଞ୍ଚ ହେବାକୁ ଯାଉଛି 2ଟି ଦମଦାର କାର, ଜାଣନ୍ତୁ ଫିଚର୍ସ - Upcoming cars in September

TVS Raider 125ରେ 124.8cc ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ବ୍ୟବହାର କରାଯାଇଛି ଯାହାତି 7,500 rpmରେ 11.2 bhp ପାୱାର ଏବଂ 6,000 rpmରେ 11.2 Nmର ପିକ୍‌ ଟର୍କ ଉତ୍ପାଦନ କରେ । ଇଞ୍ଜିନ୍ 5-ସ୍ପିଡ୍ ଗିଅରବକ୍ସ ସହିତ ଯୋଡି ହୋଇଛି । ମୋଟରସାଇକେଲରେ ଦୁଇଟି ରାଇଡିଂ ମୋଡ୍ ଅଛି, ଇକୋ ଏବଂ ପାୱାର । ପାୱାର ମୋଡ୍ ପାଇଁ କମ୍ପାନୀ ଦାବି କରିଛି ଯେ ଏହା ଟପ୍-ଏଣ୍ଡରେ 10 ପ୍ରତିଶତ ଅଧିକ ଶକ୍ତି ଯୋଗାଇବ ।

Also Read: ଗୁରୁବାର ସୁନୀତାଙ୍କ ରେସ୍କ୍ୟୁ ମିଶନ ଲଞ୍ଚ; ବାଧା ସାଜିପାରେ ବାତ୍ୟା - Sunita rescue mission Launch

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.