ETV Bharat / state

ବସ୍‌ ଦୁର୍ଘଟଣାରେ ଚାଲିଗଲା 8 ବର୍ଷ ଶିଶୁ ପୁତ୍ରର ଜୀବନ

ଜିଲ୍ଲାର ଅସୁରାଳୀ ବଜାର ନିକଟରେ ବସ ଧକ୍କାରେ ଜଣେ 8 ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

ବସ ଦୁର୍ଘଟଣାରେ ଶିଶୁ ପୁତ୍ର ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା

author img

By

Published : Dec 23, 2020, 9:28 AM IST

ଭଦ୍ରକ:ଆଖଣ୍ଡଳମଣୀ ଅସୁରାଳୀ ବଜାର ନିକଟରେ ବସ୍‌ ଧକ୍କାରେ 8 ବର୍ଷର ଶିଶୁ ପୁତ୍ରମୃତ। ଖବର ଅନୁଯାୟୀ ଧୁଷୁରୀ ଥାନା ଅଧିନସ୍ଥ ହାତିଆପଡା ଗାଁର ନରେନ୍ଦ୍ର ମହାନ୍ତିଙ୍କ 8 ବର୍ଷର ଶିଶୁ ପୁତ୍ର ପୁପୁନ ରାସ୍ତା ଅତିକ୍ରମ କରୁଥିବା ବେଳେ, ଏକ ଘରୋଇ ଯାତ୍ରୀବାହି ବସ ଧକ୍କା ଦେଇଥିଲା । ଫଳରେ ଶିଶୁ ପୁତ୍ରଟି ଗୁରୁତର ଭାବେ ଆହତ ହୋଇଥିଲା । ଗୁରୁତର ଶିଶୁଟିକୁ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲେ।

ବସ ଦୁର୍ଘଟଣାରେ ଶିଶୁ ପୁତ୍ର ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା

ଖବର ପ୍ରଚାରିତ ହେବା ପରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ କିଛି ସମୟ ପାଇଁ ଉଭୟ ପଟରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ଘଟଣା ସ୍ଥଳରେ ଧୁଷୁରୀ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.