ETV Bharat / state

ଭାତ ହାଣ୍ଡିରେ ଫସଲବୀମା ନାଁରେ ଚାଷୀଙ୍କୁ ଶୋଷଣ

author img

By

Published : Nov 5, 2019, 7:36 AM IST

ଓଡିଶାର ଭାତ ହାଣ୍ଡିରେ ଚାଷୀମାନଙ୍କୁ ଫସଲବୀମା ନାମରେ କରାଯାଉଛି ଶୋଷଣ | ଯାହାକୁ ନେଇ ସୋମବାର ଜିଲ୍ଲାପାଳଙ୍କ ଠାରେ ବରଗଡ ପାପଙ୍ଗା ଅଞ୍ଚଳର ବହୁ ଚାଷୀ ଫସଲବୀମା କମ୍ପାନୀ ବିରୋଧରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି |

ଓଡିଶାର ଭାତହାଣ୍ଡିରେ ଫସଲବୀମା ନାମରେ ଚାଷୀଙ୍କୁ ଶୋଷଣ

ବରଗଡ: ଜିଲ୍ଲାର ଚାଷୀଙ୍କ ଠାରୁ ଫସଲବୀମାର ପ୍ରିମିୟମ ନିଆଯାଉଛି ସତ ହେଲେ କୌଣସି ଦୈବୀ ଦୁର୍ବିପାକରେ ଫସଲ କ୍ଷତି ହେଲେ ମଧ୍ୟ ଚାଷୀଙ୍କୁ ମିଳିପାରୁନାହିଁ କ୍ଷତିପୂରଣ | ଓଡିଶାର ଭାତ ହାଣ୍ଡିରେ ଚାଷୀମାନଙ୍କୁ ଫସଲବୀମା ନାମରେ କରାଯାଉଛି ଶୋଷଣ | ଯାହାକୁ ନେଇ ସୋମବାର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ନେଇ ଆସିଥିଲେ ଭେଡ଼େନ ବ୍ଲକର ବହୁ ଚାଷୀ |

ଓଡିଶାର ଭାତହାଣ୍ଡିରେ ଫସଲବୀମା ନାମରେ ଚାଷୀଙ୍କୁ ଶୋଷଣ

2019 ଖରିଫ ଫସଲ ଶେଷ ହେବାକୁ ଯାଉଛି ହେଲେ ପାପଙ୍ଗା ଅଞ୍ଚଳର ଚାଷୀମାନେ ଆଜି ପର୍ଯ୍ୟନ୍ତ ଗତ ରବି ଫସଲ ସମୟରେ ହୋଇଥିବା କରା ମାଡର କ୍ଷତିପୂରଣ ବିମା କମ୍ପାନୀଠାରୁ ପାଇପାରିନାହାଁନ୍ତି | ପାପଙ୍ଗା ଅଞ୍ଚଳର ଚାଷୀମାନେ ସେହି ସମୟରେ ରାଜସ୍ବ ନିରିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ଏହାକୁ ନେଇ ଆରଆଇ ଜମି ଗୁଡିକୁ ତଦନ୍ତ ମଧ୍ୟ କରିଥିଲେ |

କ୍ଷତିପୂରଣ ଦିଆଯିବ ବୋଲି ଚାଷୀଙ୍କଠାରୁ ବ୍ୟାଙ୍କ ପାସବୁକ ଗୁଡିକର ନକଲ ମଧ୍ୟ ସଂଗ୍ରହ କରାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ କ୍ଷତିପୂରଣର ଇନପୁଟ ସବସିଡି ମିଳିପାରିନାହିଁ | ତେବେ ପାପଙ୍ଗା ଅଞ୍ଚଳର ବହୁ ଚାଷୀ ଫସଲବୀମା କମ୍ପାନୀ ବିରୋଧରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲାର ଚାଷୀଙ୍କ ଠାରୁ ଫସଲବୀମା ର ପ୍ରିମିୟମ ନିଆଯାଉଛି ସତ ହେଲେ କୌଣସି ଦୈବୀ ଦୁର୍ବିପାକରେ ଫସଲ କ୍ଷତି ହେଲେ ମଧ୍ୟ ଚାଷୀଙ୍କୁ ମିଳିପାରୁନାହି କ୍ଷତିପୂରଣ | ଓଡିଶାର ଭାତହାଣ୍ଡିରେ ଚାଷୀ ମାନଙ୍କୁ ଫସଲବୀମା ନାମରେ କରାଯାଉଛି ଶୋଷଣ | ଯାହାକୁନେଇ ଆଜି ବରଗଡ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ନେଇ ଆସିଥିଲେ ଭେଡ଼େନ ବ୍ଲକର ବହୁ ଚାଷୀ |
Body:ବରଗଡ ଜିଲ୍ଲା ଭେଡେନ ବ୍ଲକ ପାପଙ୍ଗା ଗ୍ରାମପଞ୍ଚାୟତ ର ବହୁ ଚାଷୀ ଆଜି ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଠାରେ ଅହିଯୋଗ ନେଇ ପହଞ୍ଚିଥିଲେ | 2019 ଖରିବ ଫସଲ ଶେଷ ହେବାକୁ ଯାଉଛି ହେଲେ ପାପଙ୍ଗା ଅଞ୍ଚଳର ଚାଷୀ ମାନେ ଆଜିପର୍ଯ୍ୟନ୍ତ ଗତ ରବି ଫସଲ ସମୟରେ ହୋଇଥିବା କରା ମାଡର କ୍ଷତିପୂରଣ ବିମାକମ୍ପାନୀ ଠାରୁ ପାଇପାରିନାହାନ୍ତି | ପାପଙ୍ଗା ଅଞ୍ଚଳର ଚାଷୀମାନେ ସେହିସମୟରେ ରାଜସ୍ୱ ନିରିକ୍ଷକ ଙ୍କ ଠାରେ ଅଭିଯୋଗ କରିଥିଲେ ଏବଂ ଏହାକୁ ନେଇ ଆରଆଇ ଜମି ଗୁଡିକୁ ତଦନ୍ତ ମଧ୍ୟ କରିଥିଲେ | କ୍ଷତିପୂରଣ ଦିଆଯିବ ବୋଲି ଚାଷୀଙ୍କ ଠାରୁ ବ୍ୟାଙ୍କ ପାସବୁକ ଗୁଡିକର ନକଲ ମଧ୍ୟ ସଂଗ୍ରହ କରାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ କ୍ଷତିପୂରଣର ଇନପୁଟ ସବସିଟି ମିଳିପାରିନାହି | ତେବେ ପାପଙ୍ଗା ଅଞ୍ଚଳର ବହୁ ଚାଷୀ ଫସଲବୀମା କମ୍ପାନୀ ବିରୋଧରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି |

ବାଇଟ ୧- ବିଶ୍ବଜିତ ହୋତା ( ଚାଷୀ )

ବାଇଟ ଓ ଭିଡିଓ MOJO ରେ ଯାଇଛି |Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.