ETV Bharat / state

65 କେଜି ଗଞ୍ଜେଇ ଜବତ, 2 ଗିରଫ - ଗଞ୍ଜେଇ ଚୋରା ଚାଲାଣ

ଗଞ୍ଜେଇ ଚୋରାଚାଲାଣ ବେଳେ 2 ଯୁବକ ଗିରଫ । ଅଭିଯୁକ୍ତଙ୍କ ନିକଟରୁ 65 କେଜି ଗଞ୍ଜେଇ ଜବତ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଧିକ ଖବର ପଢନ୍ତୁ...

ganja seized
65 କେଜି ଗଞ୍ଜେଇ ସହ 2 ବେପାରୀ ଗିରଫ
author img

By

Published : Dec 27, 2019, 5:08 PM IST

ବାଲେଶ୍ବର: ଗଞ୍ଜେଇ ଚୋରାଚାଲାଣ ବେଳେ 2 ଯୁବକ ଗିରଫ । ଅଭିଯୁକ୍ତଙ୍କ ନିକଟରୁ 65 କେଜି ଗଞ୍ଜେଇ ଜବତ କରାଯାଇଛି । ଏମାନଙ୍କୁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା ଦାନ୍ତୁନ ପୁଲିସ ଗିରଫ କରିଛି ।

65 କେଜି ଗଞ୍ଜେଇ ସହ 2 ବେପାରୀ ଗିରଫ

ଅଭିଯୁକ୍ତ ମାନେ ଗଞ୍ଜାମରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ଜଳେଶ୍ବର ଟୋଲ ଗେଟ ପରେ ସେମାନଙ୍କୁ ପଶ୍ଚିମବଙ୍ଗ ପୋଲିସ କାବୁ କରିଥିଲା । ସେମାନଙ୍କ ନିକଟରୁ ଗଞ୍ଜେଇ ଜବତ ହେବା ସହ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଅଞ୍ଚଳର କାହ୍ନା ସ୍ବାଇଁ ଓ ରାମଚନ୍ଦ୍ର ନାହାକ ବୋଲି ଜଣାପଡିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ କାରକୁ ପୋଲିସ ଜବତ କରିଛି । ତେବେ ଏହି ଚାଲାଣ ଧରା ପଡିବା ପରେ ଓଡିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପଶ୍ନବାଚୀ ସୃଷ୍ଟି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଗଞ୍ଜେଇ ଚୋରା ଚାଲାଣ ବେଳେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା ଦାନ୍ତୁନ ପୁଲିସ୍‌ ଓଡ଼ିଶାର ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ଯୁବକ ଗଞ୍ଜାମ ଅଞ୍ଚଳର ବୋଲି ଜଣାପଡିଛି।

ଗଞ୍ଜାମରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ଜଳେଶ୍ୱର ଟୋଲ ଗେଟ ପରେ ସେମାନଙ୍କୁ ପଶ୍ଚିମବଙ୍ଗ ପୋଲିସ କାବୁ କରିଥିଲା। ସେମାନଙ୍କ ନିକଟରୁ 65 କେଜି ଗଞ୍ଜେଇ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ କାହ୍ନା ସ୍ୱାଇଁ ଓ ରାମଚନ୍ଦ୍ର ନାହାକ ବୋଲି ଜଣାପଡିଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ କାର ପୋଲିସ ଜବତ କରିଛି। ତେବେ ଏହି ଚାଲାଣ ଧରା ପଡିବା ପରେ ଓଡିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପଶ୍ନବାଚୀ ସୃଷ୍ଟି କରିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.