ETV Bharat / state

ପାନ ଦୋକାନ ସିଲ କଲା ପୌର ପ୍ରଶାସନ - ବାଲେଶ୍ବରରେ କୋରୋନା ନିୟମ ଉଲ୍ଲଂଘନ

କୋରୋନା ନିୟମ ଉଲ୍ଲଂଘନ କରିବାରେ ଲାଗିଛନ୍ତି କିଛି ଅମାନିଆ । ବାଲେଶ୍ବରରେ ମଧ୍ୟ ଦେଖିବାକୁ ମିଳିଛି ଏପରି କାର୍ଯ୍ୟ । ଅଧିକ ପଢନ୍ତୁ...

ଅମାନିଆ ପାନ ଦୋକାନ ସିଲ କଲା ପୌର ପ୍ରଶାସନ
ଅମାନିଆ ପାନ ଦୋକାନ ସିଲ କଲା ପୌର ପ୍ରଶାସନ
author img

By

Published : May 12, 2021, 9:00 AM IST

ବାଲେଶ୍ବର: କୋରୋନା ସଂକ୍ରମଣ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ ଥିବା ବେଳେ କିଛି ଅମାନିଆ ଏବେବି ବେଫିକର ହୋଇ ବୁଲାବୁଲି କରୁଛନ୍ତି । ସେମିତି କୋଭିଡ ନିୟମ ଉଲଂଘନ କରି କିଛି ବ୍ୟବସାୟୀ ମଧ୍ୟ ଦୋକାନ ଖୋଲା ରଖିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁସାରେ ଅତ୍ୟାବଶକୀୟ ସାମଗ୍ରୀ ଓ ମାଛମାଂସ ଦୋକାନ ଖୋଲା ରହିବ ଓ ବାକି ସବୁ ଦୋକାନ ବନ୍ଦ ରହିବ।

ଅମାନିଆ ପାନ ଦୋକାନ ସିଲ କଲା ପୌର ପ୍ରଶାସନ

ହେଲେ ଏହାକୁ ବେଖାତିର କରି ବାଲେଶ୍ଵର ଷ୍ଟେସନ ଛକରେ ଥିବା ଏକ ପାନ ଦୋକାନ ସକାଳ ଠାରୁ ରାତି ଯାଏ ଖୋଲା ରଖୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୌରପାଳିକା ପକ୍ଷରୁ ଉକ୍ତ ଦୋକାନରେ ଚଢ଼ାଉ କରାଯାଇ ଦୋକାନକୁ ସିଲ କରାଯାଇଛି। ଆଗକୁ ଏମିତି ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପ୍ରଶାସନ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.