ETV Bharat / state

ବାଇକରେ ଆସୁଥିଲେ 3 ସାଙ୍ଗ; ଦୁର୍ଘଟଣାରେ 2 ମୃତ, ଜଣେ ଗୁରୁତର - ବାଲେଶ୍ବରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବାଲେଶ୍ବର ଜିଲ୍ଲା ସୋର ଥାନା ଅଧିନ ୧୬ନଂ ଜାତୀୟ ରାଜପଥ ଛପୁଲିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

road accident
ବାଇକ ଦୁର୍ଘଟଣା
author img

By

Published : Jan 31, 2020, 2:55 PM IST

ବାଲେଶ୍ବର: ଜାତୀୟ ରାଜପଥରେ ହୋଇଥିବା ସଡକ ଦୁର୍ଘଟଣାରେ ଦୁଇ ମୃତ ଜଣେ ଗୁରୁତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ସୋର ଥାନା ଅଧିନ ୧୬ନଂ ଜାତୀୟ ରାଜପଥ ଛପୁଲିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ବାଇକ ଦୁର୍ଘଟଣା

ଭଦ୍ରକ ଜିଲ୍ଲା ଅସୁରାଳି ଅଞ୍ଚଳରୁ ୩ଜଣ ସାଙ୍ଗ ଗୋଟିଏ ବାଇକରେ ବାଲେଶ୍ଵର ଯାଉଥିଲେ। ସୋର ଛପୁଲିଆ ନିକଟରେ ଏକ ବିଲାତି ବୋଝେଇ ଗାଡି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରତର ଅବସ୍ଥାରେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତକ ଦୁଇଜଣ ସିମା ସ୍ବାଇଁ ଓ ପପୁ ସ୍ବାଇଁ ବୋଲି ଜଣାପଡିଛି। ଗୁରୁତର ଜଣକ ସ୍ବପ୍ନାରାଣୀ ଜେନା ହୋଇଥିବା ବେଳେ 3ଜଣ ଗୋଟିଏ ଗ୍ରାମର ବୋଲି ଜଣାପଡିଛି। ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ମୃତଦେହ ଜବତ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ସୋର ଥାନା ଅଧିନ ୧୬ନଂ ଜାତୀୟ ରାଜପଥ ଛପୁଲିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।

ଭଦ୍ରକ ଜିଲ୍ଲା ଅସୁରାଳି ଅଞ୍ଚଳରୁ ୩ଜଣ ସାଙ୍ଗ ଗୋଟିଏ ବାଇକରେ ବାଲେଶ୍ଵର ଯାଉଥିଲେ। ସୋର ଛପୁଲିଆ ନିକଟରେ ଏକ ବିଲାତି ବୋଝେଇ ଗାଡି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରତର ଅବସ୍ଥାରେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଦୁଇଜଣ ସିମା ସ୍ବାଇଁ ଓ ପପୁ ସ୍ବାଇଁ ବୋଲି ଜଣାପଡିଛି। ଗୁରୁତର ଜଣକ ସ୍ବପ୍ନା ରାଣୀ ଜେନା ହୋଇଥିବା ବେଳେ 3ଜଣ ଗୋଟିଏ ଗ୍ରାମର ବୋଲି ଜଣାପଡିଛି। ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକଙ୍କ ରିପୋର୍ଟ ଇଟିଭି ଭାରତ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.