ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲେ ୧୨ ଛେଳି

author img

By

Published : Jul 21, 2020, 6:28 PM IST

Updated : Jul 21, 2020, 6:58 PM IST

ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡିଯିବା ସହ 12ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଧିକ ପଢନ୍ତୁ...

ଅଗ୍ନିକାଣ୍ଡରେ ଜଳିଗଲେ ୧୨ ଛେଳି
ଅଗ୍ନିକାଣ୍ଡରେ ଜଳିଗଲେ ୧୨ ଛେଳି

ବାଲେଶ୍ବର: ଅଗ୍ନିକାଣ୍ଡରେ ଜଳିଗଲେ ୧୨ ଛେଳି । ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତରେ ଦୁଇ ବଖରା ଘର ପୋଡିଯିବା ସହ 12ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଅଗ୍ନିକାଣ୍ଡରେ ଜଳିଗଲେ ୧୨ ଛେଳି

ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ଜେନାସାହି ଗ୍ରାମର ଲଷ୍ମଣ ଜେନାଙ୍କ ରୋଷେଇ ଘର ଓ ଗୁହାଳ ଘରେ ହଠାତ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯିବା ସହ 12 ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘଟଣାସ୍ଥଳରେ ସୋର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 21, 2020, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.