ETV Bharat / state

କ୍ଷୁଦ୍ରତମ ପ୍ରତିକୃତିରେ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି - ମନୋଜ ଦାସ

ଯୁବ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ପୁଣିଥରେ ଚର୍ଚ୍ଚାରେ । ବିଭିନ୍ନ ସମୟରେ ଓଡିଶାର ବରପୁତ୍ର ମାନଙ୍କର ସବୁଠାରୁ କ୍ଷୁଦ୍ରାତି କ୍ଷୁଦ୍ର ପ୍ରତିମୂର୍ତ୍ତି ଗଢି ପୁଣି ଚର୍ଚ୍ଚାରେ ଯୁବ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ । ଅଧିକ ପଢନ୍ତୁ..

କ୍ଷୁଦ୍ରତମ ପ୍ରତିକୃତିରେ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : May 8, 2021, 8:08 AM IST

ବାଲେଶ୍ବର: ଯୁବ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ ପୁଣିଥରେ ଚର୍ଚ୍ଚାରେ । ବିଭିନ୍ନ ସମୟରେ ଓଡିଶାର ବରପୁତ୍ର ମାନଙ୍କର ସବୁଠାରୁ କ୍ଷୁଦ୍ରାତି କ୍ଷୁଦ୍ର ପ୍ରତିମୂର୍ତ୍ତି ଗଢି ପୁଣି ଚର୍ଚ୍ଚାରେ ଯୁବ ଚିତ୍ରଶିଳ୍ପୀ ସଞ୍ଜୟ ରାଉଳ । ଜଳେଶ୍ବର ବ୍ଲକ ନାମ୍ପୋ ଅଞ୍ଚଳର ଚିତ୍ରଶିଳ୍ପୀ ସଞ୍ଜୟ ଏଥର ପଦ୍ମଭୂଷଣ ମନୋଜ ଦାସଙ୍କ ଏଯାବତ ସବୁଠୁ କ୍ଷୁଦ୍ରତମ କ୍ଲେ ବା ମାଟିର ପ୍ରତିକୃତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

କ୍ଷୁଦ୍ରତମ ପ୍ରତିକୃତିରେ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ମାତ୍ର ପାଞ୍ଚ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ମନୋଜ ଦାସଙ୍କ ଏହି ମିନିଏଚର୍ ପୂର୍ଣ୍ଣାବୟବ ପ୍ରତିକୃତି ତିଆରି କରିବା ପାଇଁ ତାଙ୍କୁ ଦୁଇ ଦିନ ସମୟ ଲାଗିଥିବା ଜଣାପଡିଛି। ପୂର୍ବରୁ ସଞ୍ଜୟ ମହାପୁରୁଷଙ୍କ କ୍ଷୁଦ୍ରତମ ପ୍ରତିମୂର୍ତ୍ତି ତିଆରି କରି ପ୍ରଶଂସା ସାଉଁଟିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.