ETV Bharat / state

ବାଲୁକା କଳାରେ ସାହିତ୍ୟ କିମ୍ବଦନ୍ତୀ ପୁରୁଷ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି - ବାଲେଶ୍ବରରେ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ସାରସ୍ବତ ସାହିତ୍ୟ ସାଧକ ତଥା ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଲେଖକ ପଦ୍ମଭୂଷଣ ମନୋଜ ଦାସଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ...

ବାଲୁକା କଳାରେ ସାହିତ୍ୟ କିମ୍ବଦନ୍ତୀ ପୁରୁଷ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

author img

By

Published : Apr 29, 2021, 7:50 PM IST

ବାଲେଶ୍ବର: ସାରସ୍ବତ ସାହିତ୍ୟ ସାଧକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ମନୋଜଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିବାବେଳେ ଭିନ୍ନ ଢଙ୍ଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲେଶ୍ଵରର ଶିଳ୍ପୀ କେଶୁ ଦାସ ।

ବାଲୁକା କଳାରେ ସାହିତ୍ୟ କିମ୍ବଦନ୍ତୀ ପୁରୁଷ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ

ବାଲୁକା ଶିଳ୍ପୀ କେସୁ ଦାସ ଥାଳିଏ ବାଲିରେ ମନୋଜ ଦାସଙ୍କ ପ୍ରତିମୂର୍ତ୍ତି ଗଢ଼ି ଧୂପ ଦୀପ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ଆଗାମୀ ଏକ ବର୍ଷ ମଧ୍ୟରେ ମନୋଜ ଦାସଙ୍କ ଏକ ବଡ଼ ପ୍ରତିମୂର୍ତ୍ତି ଗଢ଼ି ରେମୁଣା ଗୋଲେଇର ଆଖପାଖରେ ପ୍ରତିଷ୍ଠା କରିବେ ବୋଲି ମଧ୍ୟ ଶିଳ୍ପୀ କେଶୁ ଦାସ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.