ETV Bharat / state

କଟକଣାକୁ ଫୁ କରି ଇଞ୍ଜିନିୟରିଂ କଲେଜରେ ଚାଲିଥିଲା ପ୍ରାକ୍ଟିକାଲ, ପହଞ୍ଚି ଗଲା ପ୍ରଶାସନ - କୋଭିଡ ଗାଇଡଲାଇନ ଉଲଘଂନ

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଇଞ୍ଜିନିୟରିଂ କଲେଜରେ ଚଢାଉ । ଆଦାୟ ହେଲା ଫାଇନ । ଅଧିକ ପଢନ୍ତୁ...

raid in jhadeswar engineering college for covid guideline violation
ଇଞ୍ଜିନିୟରିଂ କଲେଜରେ ଚଢ଼ାଉ, 20 ହଜାର ଫାଇନ
author img

By

Published : Jun 30, 2021, 1:02 PM IST

ବାଲେଶ୍ଵର: ସଂକ୍ରମଣ କମାଇବାକୁ ରାଜ୍ୟ ସରକାର ଜାରି କରିଛନ୍ତି ଲକଡାଉନ । କିନ୍ତୁ କିଛି ସ୍ଥାନରେ କଟକଣାକୁ ମାନୁନାଁହାନ୍ତି ଅମାନିଆ । ବାଲେଶ୍ଵର ରେମୁଣାରେ ଥିବା ଝାଡେଶ୍ବର ଇଞ୍ଜିନିୟରିଂ କଲେଜରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢାଉ ପରେ ଫାଇନ ଆଦାୟ କରାଯାଇଛି ।

ଇଞ୍ଜିନିୟରିଂ କଲେଜରେ ଚଢ଼ାଉ, 20 ହଜାର ଫାଇନ

କୋଭିଡ ନିୟମ ଉଲ୍ଲଙ୍ଘନ କରି କଲେଜ ଖୋଲି ପିଲାଙ୍କୁ ପ୍ରାକ୍ଟିକାଲ କରିବା ପାଇଁ ଡ଼କାଯାଇଥିଲା । ପ୍ରାୟ 70 ଜଣ ପିଲା କଲେଜରେ ଥିବା ପ୍ରଶାସନ ସୂଚନା ପାଇଥିଲା । ରେମୁଣା ତହସିଲଦାର ମନୋଜ ସେନାପତି ଓ ତାଙ୍କ ଟିମ କଲେଜରେ ଚଢ଼ାଉ କରି 20 ହଜାର ଟଙ୍କା ଫାଇନ ଲଗାଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.