ETV Bharat / state

ସୁବର୍ଣ୍ଣରେଖା ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ - subarnarekha river

ଜଣେ ବୃଦ୍ଧ ଶୌଚ ହେବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ବୁଡି ପ୍ରାଣ ହରାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 8, 2019, 8:55 PM IST

ବାଲେଶ୍ବର: ଜଳେଶ୍ବର ଅଞ୍ଚଳରେ ଜଣେ ବୃଦ୍ଧ ଶୌଚ ହେବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ମୃତ ବୃଦ୍ଧ ଜଣଙ୍କ ଶିଖରପୁର ପଞ୍ଚାୟତର ଚାଖରିପୁର ଗ୍ରାମର ପ୍ରତାପ ସାମଲ(୫୫) ବୋଲି ଜଣାପଡିଛି । ଅଗ୍ନିଶମ ଓ ଏନଡିଆରଏଫ ଟିମ ଘଟଣାସ୍ଥଳ ପହଞ୍ଚି ନଦୀ ମଧ୍ୟରୁ ମୃତଦେହ ଉଦ୍ଧାର କରିଛନ୍ତି । ଜଳେଶ୍ବର ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୁବର୍ଣ୍ଣରେଖା ନଦୀର ମହୁଲିଆ ନିକଟରେ ଆଜି ସକାଳେ ଜଣେ ବୃଦ୍ଧ ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ବୁଡିଯାଇଥିଲେ । ଅଗ୍ନିଶମ ଓ ଏନଡିଆରଏଫ ଟିମ ନଦୀ କୂଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ସକାଳ ଠାରୁ ଖୋଜା ଆରମ୍ଭ ହୋଇଥିବା ବେଳେ ବୃଦ୍ଧଙ୍କ ମୃତଦେହ ସନ୍ଧ୍ୟାରେ ଠାବ ହୋଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଜଣେ ବୃଦ୍ଧ ଶୌଚ ହେବାକୁ ଯାଇ ନଦୀରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି।

Body:ଜଳେଶ୍ଵର ବ୍ଲକ ସୁବର୍ଣ୍ଣରେଖା ନଦୀର ମହୁଲିଆ ନିକଟରେ ସକାଳେ ଜଣେ ବୃଦ୍ଧ ଶୌଚ ହେବାକୁ ଯାଇଥିବା ବେଳେ ନଦୀ ରେ ବୁଡିଯାଇଥିଲେ। ଅଗ୍ନିଶମ ଓ ଏନଡିଆରଏଫ ଟିମ ନଦୀ କୂଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ସକାଳ ଠାରୁ ଖୋଜା ଆରମ୍ଭ ହୋଇଥିବା ବେଳେ ବୃଦ୍ଧଙ୍କ ମୃତଦେହ ସନ୍ଧ୍ୟାରେ ଠାବ ହୋଇଥିଲା।

Conclusion:ମୃତ ବୃଦ୍ଧ ଜଣଙ୍କ ଶିଖରପୁର ପଞ୍ଚାୟତର ଚାଖରିପୁର ଗ୍ରାମର ପ୍ରତାପ ସାମଲ(୫୫) ବୋଲି ଜଣାପଡିଛି। ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.