ETV Bharat / state

ଲିଙ୍ଗ ନିରୂପଣ ଅଭିଯୋଗ, ଅଲଟ୍ରାସାଉଣ୍ଡ ମେସିନ ସିଲ - ବାଲେଶ୍ଵର

ଜିଲ୍ଲାରେ ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ଭାବେ 2ଟି ଘରୋଇ ନର୍ସିଂହୋମ ଉପରେ ଚଢାଉ କରାଯାଇଛି । ଅଲଟ୍ରାସାଉଣ୍ଡ ମେସିନ ଗୁଡିକ ବେଆଇନ ଭାବେ ଚାଲୁଥିବା ଜାଣି ସେଗୁଡିକ ସିଲ କରିଛନ୍ତି ।

raid
author img

By

Published : Oct 11, 2019, 8:58 PM IST

ବାଲେଶ୍ଵର: ସୋର ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ଭାବେ ଚଢାଉ କରାଯାଇ 2ଟି ଘରୋଇ ନର୍ସିଂହୋମରୁ ଅଲଟ୍ରାସାଉଣ୍ଡ ମେସିନକୁ ଜବତ କରାଯାଇଛି । ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗରେ ବେଆଇନ ଭାବେ ରଖିଥିବା ଅଲଟ୍ରାସାଉଣ୍ଡ ମେସିନକୁ ସିଲ କରାଯାଇଥିବା ଜଣାପଡିଛି।

2ଟି ଘରୋଇ ନର୍ସିଂ ହୋମ ଉପରେ ଚଢାଉ,ଅଲଟ୍ରାସାଉଣ୍ଡ ମେସିନ ଜବତ

ଆଜି ଉପଜିଲ୍ଲାପାଳ ନିଲୁ ମହାପାତ୍ର, ସିଡିଏମଓ ବାନାର୍ଜୀ ପ୍ରସାଦ ଛୋଟରାୟ ଓ ସୋର ତହସିଲଦାର ଦେବୀପ୍ରସାଦ ଦାସ ସୋର ଅଞ୍ଚଳର ମିଶ୍ର ନର୍ସିଂହୋମ ଓ ଷଡଙ୍ଗୀ ନର୍ସିଂହୋମ ଉପରେ ଚଢାଉ କରିଥିଲେ। ଅଲଟ୍ରାସାଉଣ୍ଡ ମେସିନ ଗୁଡିକ ବେଆଇନ ଭାବେ ଚାଲୁଥିବା ଜାଣି ସେଗୁଡିକ ସିଲ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଦୁଇଟି ଘରୋଇ ନର୍ସିଂ ହୋମ ଉପରେ ଚଢ଼ାଉ କରାଯାଇ ଅଲ୍ଟ୍ରାସାଉଣ୍ଡ ମେସିନ ଜବତ କରାଯାଇଛି।
ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗରେ ବେଆଇନ ଭାବେ ରଖିଥିବା ଅଲ୍ଟ୍ରା ସାଉଣ୍ଡ ମେସିନକୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ମିଳିତ ଭାବେ ଚଢ଼ାଉ କରି ସିଲ କରିଥିବା ଜଣାପଡ଼ିଛି। ଆଜି ଉପଜିଲ୍ଲାପାଳ ନିଲୁ ମହାପାତ୍ର, ସିଡିଏମଓ ବାନାର୍ଜୀ ପ୍ରସାଦ ଛୋଟରାୟ ଓ ସୋର ତହସିଲଦାର ଦେବୀପ୍ରସାଦ ଦାସ ମିଶ୍ର ନର୍ସିଂହୋମ ଓ ଷଡ଼ଙ୍ଗୀ ନର୍ସିଂ ହୋମ ଉପରେ ଚଢ଼ାଉ କରିଥିଲେ। ଅଲ୍ଟ୍ରା ସାଉଣ୍ଡ ମେସିନ ଗୁଡିକ ବେଆଇନ ଭାବେ ଚାଲୁଥିବା ଜାଣି ସେଗୁଡିକ ସିଲ କରାଯାଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.