ETV Bharat / state

ଆୟୁର୍ବେଦ ସର୍ବୋତ୍କୃଷ୍ଟ ଚିକିତ୍ସା ପଦ୍ଧତି: ପ୍ରତାପ ଷଡଙ୍ଗୀ - National Ayurveda day celebrated in Balesore

ବାଲେଶ୍ବରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ଆୟୁର୍ବେଦ ଦିବସ ପାଳିଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
author img

By

Published : Oct 25, 2019, 9:54 PM IST

ବାଲେଶ୍ବର: ଅକ୍ଟୋବର 25 କୁ ଜାତୀୟ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଉଛି । ବାଲେଶ୍ବରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ଆୟୁର୍ବେଦ ଦିବସ ପାଳିଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ


ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଡା. ସୁରେନ୍ଦ୍ର ନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଦୈନନ୍ଦିନ ଜୀବନରେ ଆୟୁର୍ବେଦ ଚିକିତ୍ସାର ଉପକାରୀତା ଓ ଘରୋଇ ଔଷଧୀୟ ବୃକ୍ଷର ବହୁଳ ପ୍ରସାର ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ।

ଏହା ସହିତ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ଅବସରପ୍ରାପ୍ତ ଆୟୁର୍ବେଦ ଉପ ନିର୍ଦେଶକ ଡା. କୁନାନନ୍ଦ ଗିରି ପ୍ରମୁଖ ଯୋଗଦେଇଥିଲେ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଜିଲ୍ଲା ଆୟୁର୍ବେଦିକ ଚିକତ୍ସାଧିକାରୀଙ୍କ କାର୍ଯ୍ୟାଳୟ ନିକଟ ଏକ ହୋଟେଲର ସମ୍ମିଳନୀ କକ୍ଷରେ ଭଗବାନ ଶ୍ରୀ ଧନବନ୍ତରୀଙ୍କ ଜୟନ୍ତୀ ଏବଂ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଡା ସୁରେନ୍ଦ୍ର ନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗଦେଇଥିଲେ। ଦୈନନ୍ଦିନ ଜୀବନରେ ଆୟୁର୍ବେଦ ଚିକିତ୍ସାର ଉପକାରୀତା ଓ ଘରୋଇ ଔଷଧୀୟ ବୃକ୍ଷର ବହୁଳ ପ୍ରସାର ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ଅବସରପ୍ରାପ୍ତ ଆୟୁର୍ବେଦ ଉପ ନିର୍ଦେଶକ ଡା କୁନାନନ୍ଦ ଗିରି ପ୍ରମୁଖ ଯୋଗଦେଇଥିଲେ।Conclusion:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.