ETV Bharat / state

ଗୋଟିଏ ମଣ୍ଡପରେ 70 ଯୋଡ଼ା ବରକନ୍ୟାଙ୍କ ପଡ଼ିଲା ହାତଗଣ୍ଠି - 70 couple married

ବାଲେଶ୍ବର ଇମାମି ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସ ଅବସରରର ଗଣବିବାହ ଉତ୍ସବ ଅନୁଷ୍ଠିତ । ଏକସାଙ୍ଗରେ ୭୦ ଯୋଡ଼ା ବରକନ୍ୟାଙ୍କ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

mass marriage  in balasore, 70 couple married
ଗୋଟିଏ ମଣ୍ଡପରେ 70 ଯୋଡ଼ା ବରକନ୍ୟାଙ୍କ ପଡ଼ିଲା ହାତଗଣ୍ଠି
author img

By

Published : Nov 29, 2019, 7:27 PM IST

ବାଲେଶ୍ବର: ରେମୁଣା ବ୍ଲକ ଇମାମୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିରର ପଞ୍ଚମ ପ୍ରତିଷ୍ଠା ଉପଲକ୍ଷେ ଏକ ଗଣବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ଏକାସଙ୍ଗେ ୭୦ ଯୋଡ଼ା ବରକନ୍ୟାଙ୍କ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ଗୋଟିଏ ମଣ୍ଡପରେ 70 ଯୋଡ଼ା ବରକନ୍ୟାଙ୍କ ପଡ଼ିଲା ହାତଗଣ୍ଠି

ସାମୁହିକ ଭାବେ ଗୋଟିଏ ମଣ୍ଡପରେ ସମସ୍ତଙ୍କ ହାତଗଣ୍ଠି ପଡ଼ିଛି । ସମସ୍ତ ବରକନ୍ୟାଙ୍କ ପାଇଁ ବସ୍ତ୍ର, ସ୍ବର୍ଣ୍ଣ ଅଳଙ୍କାର, ଆସବାବପତ୍ର, ଫ୍ୟାନ୍, ଘଣ୍ଟା, ଶୀତବସ୍ତ୍ର, ପ୍ରସାଧନ ସାମଗ୍ରୀ, ଛତା, ଜୋତା, ବ୍ୟାଗ୍, ଟ୍ରଙ୍କ୍, ନଣନ୍ଦପେଡ଼ି, ଗ୍ରୋସେରୀ ସାମଗ୍ରୀ ସହ ୧୧ଶହ ଟଙ୍କା ଲେଖାଏଁ ନଗଦ ରାଶି ପ୍ରଦାନ କରାଯାଇଛି । ଏମିତି ବିବାହ ଉତ୍ସବ ବିଗତ ୩ବର୍ଷ ଧରି ଆୟୋଜନ ହେଉଛି ।

ଗତବର୍ଷ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗଦେଇ ୫୦ଯୋଡ଼ା ବରକନ୍ୟାଙ୍କୁ ଆଶୀର୍ବାଦ କରିଥିଲେ । ବାହାଘର ପାଇଁ ଅସମର୍ଥ ଲୋକଙ୍କ ପାଇଁ ଏମିତି ବିବାହ ଉତ୍ସବ ଆୟୋଜନ ହେଉଥିବା ଜଣାପଡ଼ିଛି । ସକାଳ ୧୦ଟା ଠାରୁ ଅପରାହ୍ନ ୫ ଟା ଯାଏ ମହାଯଜ୍ଞର ଆୟୋଜନ କରାଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟତ , ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ସ୍ଥିତ ଇମାମୀ ନଗର ଜଗନ୍ନାଥ ମନ୍ଦିରର ପଞ୍ଚମ ପ୍ରତିଷ୍ଠା ଅବସରରେ ଆଜି ଏକ ଗଣବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ୭୦ଜଣଙ୍କୁ ସେମାନଙ୍କ ଜୀବନସାଥୀ ମିଳିଛି । ଗୋଟିଏ ମଣ୍ଡପରେ ସାମୁହିକ ଭାବେ ସମସ୍ତଙ୍କ ହାତଗଣ୍ଠି ପଡ଼ିଥିଲା । ସମସ୍ତ ବରକନ୍ୟାଙ୍କ ପାଇଁ ବସ୍ତ୍ର, ସ୍ୱର୍ଣ୍ଣ ଅଳଙ୍କାର, ଆସବାବପତ୍ର, ଫ୍ୟାନ୍, ଘଣ୍ଟା, ଶୀତବସ୍ତ୍ର, ପ୍ରସାଧନ ସାମଗ୍ରୀ, ଛତା, ଜୋତା, ବ୍ୟାଗ୍, ଟ୍ରଙ୍କ୍, ନଣନ୍ଦପେଡ଼ି, ଗ୍ରୋସେରୀ ସାମଗ୍ରୀ ସହ ୧୧ଶହ ଟଙ୍କା ଲେଖାଏଁ ନଗଦ ରାଶି ପ୍ରଦାନ କରାଯାଇଛି । ଏମିତି ବିବାହ ଉତ୍ସବ ବିଗତ ୩ବର୍ଷ ଧରି ଆୟୋଜନ ହୋଇ ଆସୁଥିବା ଜଣାପଡ଼ିଛି । ଗତବର୍ଷ ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ଯୋଗଦେଇ ୫୦ଯୋଡ଼ା ବରକନ୍ୟାଙ୍କୁ ଆଶୀର୍ବାଦ କରିଥିଲେ । ବାହାଘର କରିବାରେ ଅସମର୍ଥ ଲୋକମାନଙ୍କ ପାଇଁ ଏମିତି ବିବାହ ଉତ୍ସବ ଆୟୋଜନ ହେଉଥିବା ଜଣାପଡ଼ିଛି । ସକାଳ ୧୦ଟା ଠାରୁ ଅପରାହ୍ନ ୫ ଟା ଯାଏ ମହାଯଜ୍ଞର ଆୟୋଜନ କରାଯାଇଥିଲା ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.