ETV Bharat / state

ନାରୀସଂଘକୁ କୋରୋନା ଭୟ, ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି - district administration

ରାଜ୍ୟ ତଥା ରାଜ୍ୟ ବାହାରୁ ଅନ୍ତେବାସିନୀ ମାନେ ନାରୀସଂଘର ସୁଧାରଗୃହରେ ରହୁଥିବା ବେଳେ ସେମାନଙ୍କ ପାଖରେ ପହଞ୍ଚି ପାରିନି ସ୍ବାସ୍ଥ୍ୟସେବା । ଫଳରେ ସେମାନଙ୍କୁ ଘାରିଛି କୋରୋନା ଭୟ । ଅଧିକ ପଢନ୍ତୁ..

demands-intervention-by-district-administration

author img

By

Published : Mar 19, 2020, 1:55 PM IST

Updated : Mar 19, 2020, 3:31 PM IST

ବାଲେଶ୍ଵର: ନାରୀସଂଘକୁ ଘାରିଛି କୋରୋନା ଭୟ । କ୍ଷମତା ଠାରୁ ଅଧିକ ସଂଖ୍ୟକ ଅନ୍ତେବାସିନୀ ଥିବା ବେଳେ କରୋନା ଗାଇଡଲାଇନ ପାଳନ କରିବାରେ ଅସୁବିଧା ହେଉଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଅନ୍ତେବାସିନୀ ମାନେ ନାରୀସଂଘର ସୁଧାରଗୃହରେ ରହୁଥିବା ବେଳେ ସେମାନଙ୍କ ପାଖରେ ପହଞ୍ଚି ପାରିନି ସ୍ବାସ୍ଥ୍ୟସେବା ।

ନାରୀସଂଘକୁ କୋରୋନା ଭୟ, ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି

ଏମିତିକି ବାହାର ରାଜ୍ୟରୁ ଆସିଥିବା ଅନ୍ତେବାସିନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ନାରୀସଂଘ ପକ୍ଷରୁ ଅନ୍ତେବାସିନୀଙ୍କ ପାଇଁ ମାସ୍କ, ସାନିଟାଇଜର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଶାସନିକ ସହାୟତା ପାଇଁ ଦାବି କରିଛନ୍ତି ସଭାନେତ୍ରୀ ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 19, 2020, 3:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.