ETV Bharat / state

ସଟଡାଉନ ସଫଳ ପାଇଁ ଲୋକଙ୍କ ସହଯୋଗ ଜରୁରୀ: ଏସପି - success-of-shut-down-says-baleswar-sp

ବାଲେଶ୍ୱରରେ ଶନିବାର ସଟଡାଉନ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଛକମାନଙ୍କରେ ପୋଲିସ ଚେକିଂ କଡ଼ାକଡ଼ି କରାଯାଇଛି। ଅଧିକ ପଢନ୍ତୁ..

ସଟଡାଉନ ସଫଳ ପାଇଁ ଲୋକଙ୍କ ସହଯୋଗ ଜରୁରୀ: ଏସପି

author img

By

Published : Jun 6, 2020, 8:58 PM IST

ବାଲେଶ୍ୱର: ଜିଲ୍ଲାରେ ଶନିବାର ସଟଡାଉନ କଡ଼ାକଡ଼ି କରାଯାଇଛି। ବିଭିନ୍ନ ଛକମାନଙ୍କରେ ପୋଲିସ ଚେକିଂ କଡ଼ାକଡ଼ି କରାଯାଇଛି। ମାସ୍କ ଚେକିଂ ଠାରୁ ଆରମ୍ଭ କରି ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କ ଉପରେ କଡା ନଜର ରଖିଛି ପୋଲିସ। ବାଲେଶ୍ୱରରେ ସଟଡାଉନ ପାଇଁ ଅତିରିକ୍ତ 3 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସଟଡାଉନ ସଫଳ ପାଇଁ ଲୋକଙ୍କ ସହଯୋଗ ଜରୁରୀ: ଏସପି

ବିଭିନ୍ନ ବ୍ଲକରେ ଥିବା ଥାନା ଗୁଡିକୁ ସଟଡାଉନକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ହୋଇଛି। ସଟଡାଉନ ପାଇଁ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ବାଲେଶ୍ଵର ଏସପି କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.