ETV Bharat / state

ଦୁଗ୍ଧ ଶୀତଳୀ କେନ୍ଦ୍ରରେ ଅଘଟଣ, ବିଦ୍ୟୁତ ଆଘାତରେ ଜଣେ ମୃତ

ସର୍ଟ ସର୍କିଟରେ ବାଲେଶ୍ବର ଜିଲ୍ଲାରେ ପୁଣି ଜଣଙ୍କ ମୃତ୍ୟୁ ହୋଇଛି । କିଛିଦିନ ତଳେ ମଧ୍ୟ ବିଦ୍ୟୁତ ଆଘାତରେ 2ଜଣଙ୍କ ମୃତ୍ୟୁ ଘଟିଥିଲା ।

author img

By

Published : Aug 25, 2019, 5:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ ଥିବା ‘ବାମୁଲ ଦୁଗ୍ଧ ଶୀତଳୀ କେନ୍ଦ୍ର’ରେ ଏକ ଦୁଃଖଦ ଘଟଣା ଘଟିଛି । ବାମୁଲ ଦୁଗ୍ଧ ଶୀତଳୀ କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲିଆପାଳ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ଅଶ୍ବିନୀ ଗିରି ଆଜି ସକାଳୁ ବାମୁଲ ଦୁଗ୍ଧ ଶୀତଳୀ କେନ୍ଦ୍ରକୁ କାମ କରିବାକୁ ଆସିଥିଲେ । ତେବେ କାମ କରିବା ସମୟରେ ଅଶ୍ବିନୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ବିଦ୍ୟୁତ ଆଘାତରେ ଅଶ୍ବିନୀ ସଜ୍ଞାହୀନ ହୋଇ ପଡିଥିଲେ।

ବାମୁଲ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ଅଶ୍ବିନୀଙ୍କୁ ସଜ୍ଞାହୀନ ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତୁରନ୍ତ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ରେ ଥିବା ବାମୁଲ ଦୁଗ୍ଧ ଶୀତଳୀ କେନ୍ଦ୍ର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।

ବାଲିଆପାଳ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ଅଶ୍ବନୀ ଗିରୀ ସକାଳୁ ବାମୁଲ ଦୁଗ୍ଧ ଶୀତଳୀ କେନ୍ଦ୍ର କୁ କାର୍ଯ୍ଯ କରିବାକୁ ଆସିଥିଲେ। ତେବେ କାର୍ଯ୍ଯ କରିବା ସମୟରେ ଅଶ୍ବନୀ ଙ୍କୁ ବିଦ୍ଯୁତ ଆଘାତ ଲାଗିଥିଲା। ବିଦ୍ଯୁତ ଆଘାତରେ ଅଶ୍ବନୀ ସଜ୍ଞାହୀନ ହୋଇ ପଡିଥିଲେ। ବାମୁଲ କମ୍ପାନୀ ର ଅନ୍ଯ କର୍ମଚାରୀ ମାନେ ଅଶ୍ବନୀ ଙ୍କୁ ସଜ୍ଞାହୀନ ଅବସ୍ଥା ରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମ୍ପାନୀରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏମିତି ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.