ETV Bharat / state

ରେଳ ଘରୋଇକରଣକୁ ସିଟୁର ପ୍ରତିବାଦ

author img

By

Published : Jul 23, 2020, 12:41 PM IST

Updated : Jul 23, 2020, 1:13 PM IST

ଷ୍ଟେସନ ଆଗରେ ସିଟୁ ପକ୍ଷରୁ ରେଳ ଘରୋଇକରଣକୁ ବିରୋଧ କରାଯାଇ ଏହାର ପ୍ରତିବାଦ କରାଯାଇଛି । ରେଳ ଘରୋଇକରଣ ହେଲେ ଅନେକ ଲୋକ ରୋଜଗାର ହରାଇବେ ବୋଲି ଚିନ୍ତା ପ୍ରକଟ କରିଛି ସଂଘ ।

ରେଳ ଘରୋଇକରଣକୁ ସିଟୁର ପ୍ରତିବାଦ
ରେଳ ଘରୋଇକରଣକୁ ସିଟୁର ପ୍ରତିବାଦ

ବାଲେଶ୍ବର: ଷ୍ଟେସନ ଆଗରେ ସିଟୁ ପକ୍ଷରୁ ରେଳ ଘରୋଇକରଣକୁ ବିରୋଧ କରାଯାଇ ଏହାର ପ୍ରତିବାଦ କରାଯାଇଛି। କେନ୍ଦ୍ର ସରକାର କୋଭିଡ ନିୟନ୍ତ୍ରଣ କରିବା ଦିଗରେ ଯତ୍ନବାନ ହେବା ବଦଳରେ ରେଳ ଘରୋଇକରଣ ଉପରେ ବେଶୀ ଧ୍ୟାନ ଦେଉଥିବା ଅଭିଯୋଗ ହୋଇଛି।

ରେଳ ଘରୋଇକରଣକୁ ସିଟୁର ପ୍ରତିବାଦ

ରେଳ ଘରୋଇକରଣ ହେଲେ ଅନେକ ଲୋକ ରୋଜଗାର ହରାଇବେ ବୋଲି ଚିନ୍ତା ପ୍ରକଟ କରିଛି ସଂଘ। ଏନେଇ ଷ୍ଟେସନ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ନୀତିକୁ ନେଇ ପ୍ରତିବାଦ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 23, 2020, 1:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.