ETV Bharat / state

ମୋବାଇଲ କିଣନ୍ତୁ, ମାଗଣାରେ ମିଳିବ ପିଆଜ - Buy mobile phone

ବାଲେଶ୍ଵର ସହରର ସିନେମା ଛକରେ ଥିବା ଏକ ମୋବାଇଲ ଦୋକାନରେ 10 ହଜାର ଟଙ୍କା ଉପରକୁ ମୋବାଇଲ କିଣିଲେ ପିଆଜ ଉପହାର ଦିଆଯାଉଛି। ଅଧିକ ପଢନ୍ତୁ...

ମୋବାଇଲ କିଣିନ୍ତୁ, ମାଗଣାରେ ମିଳିବ ପିଆଜ
ମୋବାଇଲ କିଣିନ୍ତୁ, ମାଗଣାରେ ମିଳିବ ପିଆଜ
author img

By

Published : Dec 18, 2019, 4:29 PM IST

ବାଲେଶ୍ବର: ବର୍ତ୍ତମାନ ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ଲୋକେ ଘରକୁ ପିଆଜ କିଣି ନେବା ପାଇଁ ଡରୁଛନ୍ତି। ଏମିତିରେ ଆଗକୁ ନୂଆବର୍ଷ ଆସୁଥିବାରୁ ମୋବାଇଲ ଦୋକାନୀ ଗ୍ରାହକଙ୍କୁ ଆକୃଷ୍ଟ ପାଇଁ ପିଆଜ ଉପହାର ଦେଉଥିବା ଦେଖିବାକୁ ମିଳିଛି।

ମୋବାଇଲ କିଣିନ୍ତୁ, ମାଗଣାରେ ମିଳିବ ପିଆଜ

ବାଲେଶ୍ଵର ସହରର ସିନେମା ଛକରେ ଥିବା ଏକ ମୋବାଇଲ ଦୋକାନରେ 10 ହଜାର ଟଙ୍କା ଉପରକୁ ମୋବାଇଲ କିଣିଲେ ପିଆଜ ଉପହାର ଦିଆଯାଉଛି। ନୂଆବର୍ଷରେ ମୋବାଇଲ କିଣୁଥିବା ଗ୍ରାହକଙ୍କୁ ବିଭିନ୍ନ କିସମର ଉପହାର ଦିଆଯାଇଥାଏ। ମାତ୍ର ବର୍ତ୍ତମାନ ପିଆଜ ସବୁଠୁ ଦାମୀ ଉପହାର ଭାବେ ଗ୍ରହଣ କରାଯାଉଛି। ପିଆଜ ଉପହାର ଦେବା ଦ୍ବାରା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦୋକାନୀ କହିଛନ୍ତି। ଏନେଇ ଆମ ପ୍ରତିନିଧି ଗ୍ରାହକ ଓ ଦୋକାନୀଙ୍କ ସହ ଆଲୋଚନା କରିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବର୍ତ୍ତମାନ ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ଲୋକମାନେ ଘରକୁ ପିଆଜ ନେବାପାଇଁ ଡରୁଛନ୍ତି। ଏମିତିରେ ଆଗକୁ ନୂଆ ବର୍ଷ ଆସୁଥିବାରୁ ମୋବାଇଲ ଦୋକାନୀ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ପିଆଜ ଉପହାର ଦେଉଥିବା ଦେଖିବାକୁ ମିଳିଛି।

Body:ବାଲେଶ୍ଵର ସହରର ସିନେମା ଛକରେ ଏକ ମୋବାଇଲ ଦୋକାନରେ 10 ହଜାର ଟଙ୍କା ଉପରକୁ ମୋବାଇଲ କିଣିଲେ ପିଆଜ ଉପହାର ଦିଆଯାଉଛି। ନୂଆବର୍ଷରେ ମୋବାଇଲ କିଣୁଥିବା ଗ୍ରାହକଙ୍କୁ ବିଭିନ୍ନ କିସମର ଉପହାର ଦିଆଯାଇଥାଏ। ମାତ୍ର ବର୍ତ୍ତମାନ ପିଆଜ ସବୁଠୁ ଦାମୀ ଉପହାର ଭାବେ ଗ୍ରହଣ କରାଯାଉଛି। ପିଆଜ ଉପହାର ଦେବା ଦ୍ୱାରା ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦୋକାନୀ କହିଛନ୍ତି।

Conclusion:ତେବେ ମୋବାଇଲରେ ପିଆଜ ମାଗଣାକୁ ନେଇ ଆମେ ଗ୍ରାହକ ଓ ଦୋକାନୀଙ୍କ ସହ ଆଲୋଚନା କରିଥିଲୁ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.