ETV Bharat / state

ବାଲେଶ୍ବର ସଦରରେ ସମ୍ଭାବ୍ୟ ବିଜୟକୁ ନେଇ ବିଜେଡି କର୍ମୀ ଉତ୍ସାହିତ

author img

By

Published : Nov 10, 2020, 6:31 PM IST

19 ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବାଲେଶ୍ବର ସଦରରେ ବିଜେଡିର ସ୍ବରୁପ ଦାଶ ଆଗୁଆ ରହିଛନ୍ତି। ଏହାକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖା ଦେଇଛି। ଅଧିକ ପଢ଼ନ୍ତୁ...

ବାଲେଶ୍ବର ସଦରରେ ସମ୍ଭାବ୍ୟ ବିଜୟକୁ ନେଇ ବିଜେଡି କର୍ମୀ ଉତ୍ସାହିତ
ବାଲେଶ୍ବର ସଦରରେ ସମ୍ଭାବ୍ୟ ବିଜୟକୁ ନେଇ ବିଜେଡି କର୍ମୀ ଉତ୍ସାହିତ

ବାଲେଶ୍ବର: ବାଲେଶ୍ବର ସଦର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା 19 ରାଉଣ୍ଡ ଭୋଟ ଗଣତି ପ୍ରକ୍ରିୟା ଶେଷ ହୋଇଛି। 19 ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବାଲେଶ୍ବର ସଦରରେ ବିଜେଡିର ସ୍ବରୁପ ଦାଶ ଆଗୁଆ ରହିଛନ୍ତି। ଏହାକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖା ଦେଇଛି।

19 ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପିର ମାନସ ଦତ୍ତଙ୍କଠାରୁ ବିଡେଡିର ସ୍ବରୁପ ଦାଶ 7 ହଜାର 364 ଭୋଟରେ ଆଗୁଆ ରହିଛନ୍ତି। ଏହି ଆସନ ପାଇଁ ମୋଟ 25 ରାଉଣ୍ଡ ଭୋଟ ଗଣତି କରାଯିବ। ତେବେ ସାମ୍ବାବ୍ୟ ବିଜୟକୁ ନେଇ ବିଜେଡି କର୍ମୀମାନେ ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀ ସ୍ବରୁପ ଦାଶଙ୍କ ଜୟ ଜୟକାର କରିଛନ୍ତି। ହାତରେ ବିଜେଡି ପତାକା ଧରି ନିର୍ବାଚନ ଫଳାଫଳ ପୂର୍ବରୁ ଉତ୍ସବ ପାଳୁଛନ୍ତି ବିଜେଡି କର୍ମୀ।

ବାଲେଶ୍ବରର ସଦର ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ସ୍ବରୂପ ଦାସ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିଭଳି ବିଜେପି ପକ୍ଷରୁ ମାନସ ଦତ୍ତ ଓ କଂଗ୍ରେସ ପକ୍ଷରୁ ମମତା କୁଣ୍ଡୁ ଏହି ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କୁରଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.