ETV Bharat / state

ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡ଼ିଲା ବିଜୁ ଯୁବ ଜନତା ଦଳ - Biju Yuba Janata Dal

ବାଲେଶ୍ଵରରେ ବାତ୍ୟା ମୁକାବିଲା କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଅଣ୍ଟା ଭିଡ଼ିଥିବା ବେଳେ, ନୀଳଗିରି ଅଞ୍ଚଳର ବିଜୁ ଯୁବ ଜନତା ଦଳ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡ଼ିଛି । ଅଧିକ ପଢନ୍ତୁ...

ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡ଼ିଲା ବିଜୁ ଯୁବ ଜନତା ଦଳ

author img

By

Published : May 25, 2021, 10:41 PM IST

ବାଲେଶ୍ବର: ବାତ୍ୟା 'ୟସ' ମୁକାବିଲା ପାଇଁ କେବଳ ଯେ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯାଉଛି ତାହା ନୁହେଁ ବରଂ ଅନେକ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ମଧ୍ୟ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ।

ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡ଼ିଲା ବିଜୁ ଯୁବ ଜନତା ଦଳ

ବାଲେଶ୍ଵରରେ ବାତ୍ୟା ମୁକାବିଲା କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଅଣ୍ଟା ଭିଡ଼ିଥିବା ବେଳେ, ନୀଳଗିରି ଅଞ୍ଚଳର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ତାପସ ପରିଡାଙ୍କ ନେତୃତ୍ୱରେ ପ୍ରାୟ 3 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ବେଳେ ଅନେକ ବୃଦ୍ଧ ଓ ବୃଦ୍ଧାଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟାତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.